Home Breaking News / ତାଜା ଖବର କନ୍ଧମାଳରେ ୫ ଲକ୍ଷ ୫୪ହଜାର ୫ ୪୧ ଭୋଟର, ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

କନ୍ଧମାଳରେ ୫ ଲକ୍ଷ ୫୪ହଜାର ୫ ୪୧ ଭୋଟର, ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୦/୧(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା୫ ଲକ୍ଷ ୫୪ହଜାର ୫୪୧କୁ ବୃଦ୍ଧି ପାଇଛି । ପୂର୍ବରୁ ଭୋଟରଙ୍କ ସଂଖ୍ୟା ୫ଲକ୍ଷ ୩୮ହଜାର୯୭୧ ଥିଲା ତେବେ ବର୍ତ୍ତମାନ ୧୫ହଜାର ୫୭୦ଭୋଟରବଢିଥିବା ଜଣା ପଡିଛି । ମୋଟଭୋଟର
୫ ଲକ୍ଷ ୫୪ ହଜାର ୫୪୧ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ୬୮ହଜାର୪୭୨ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୭ ରହିଛି । ପୁରୁଷ ଭୋଗର କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ପାଖାପାଖି ୧୮ ହଜାର ଅଧିକ ରହିଛି ।
ଏହି ଚୁଡାନ୍ତ ତଥା ସଂଶୋଧନଭୋଟର ତାଲିକା ସମସ୍ତ ରାଜନୈତିକ ଦଳକୁ ପ୍ରଦାନ କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରିବୁନା ପ୍ରଧାନ କହିଛନ୍ତି।

related posts

Leave a Comment