Home Breaking News / ତାଜା ଖବର ଭିତ୍ତିପ୍ରସ୍ତର ସ୍ଥାପନର ଉଦଘାଟନ କାଯ୍ୟକ୍ରମରେ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ

ଭିତ୍ତିପ୍ରସ୍ତର ସ୍ଥାପନର ଉଦଘାଟନ କାଯ୍ୟକ୍ରମରେ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ର ୱାର୍ଡ୍ ନଂ୧୨ ଦାଶରଜା ସାହି ରେ ହେଉଥିବା ଭିତ୍ତିପ୍ରସ୍ତର ସ୍ଥାପନ ର ଉଦଘାଟନ କାଯ୍ୟକ୍ରମ ରେ,ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ (ବାପୁ)ଭାଇ ଓ ଭୁବନେଶ୍ବର ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ତଥା ୧୨ ନଂ ୱାର୍ଡ ବାସୀ ଙ୍କ ସୁଖ ଦୁଃଖ ର ସାଥୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ (ବାବୁ) ଭାଇ ଙ୍କ ଯୋଗଦାନ ।

related posts

Leave a Comment