Home Breaking News / ତାଜା ଖବର ଆଗାମି ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପିରେ ଅନ୍ୟ ଦଳର ନେତା ଓ କର୍ମୀ ସାମିଲ ହେବା ଜାରି , ମିଶ୍ରଣ ପର୍ବରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ଦଳରେ ଯୋଗ

ଆଗାମି ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପିରେ ଅନ୍ୟ ଦଳର ନେତା ଓ କର୍ମୀ ସାମିଲ ହେବା ଜାରି , ମିଶ୍ରଣ ପର୍ବରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ଦଳରେ ଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି ବିଜେପି ପକ୍ଷରୁ କାଲିମେଳା ମଣ୍ଡଳର ଏମ.ଭି ୭୨ ଗ୍ରାମ ଠାରେ କର୍ମୀ ସମ୍ମଳନୀ ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ଶ୍ରୀ ନିମାଇ ପାଲଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବଲଭଦ୍ର ମାଝି କାଲିମେଳା ମଣ୍ଡଳ ସଭାପତି
ଶ୍ରି ରତ୍ନାକର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତ୍ତୀ କୋଷାଧ୍ୟକ୍ଷ ସଞ୍ଜୟ ସରକାର ଜିଲ୍ଲା ପରିଷଦ ଉତ୍ତମ ରାୟ,ପ୍ରମିଳା ଦାସ, ଗମ୍ଫାକୋଣ୍ଡା ମଣ୍ଡଳ ସଭାପତି ଗଙ୍ଗା ସୋଡ଼ି, ଜୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ସଜୁ ସରକାର, ମଣ୍ଡଲ ସାଧାରଣ ସମ୍ପାଦକ ବିଶିକେଷନ ଦାସ କାଲିମେଳା ଅଞ୍ଚଳର ବିଜେପିର ବହୁ ପ୍ରମୁଖ କାର୍ଯ୍ୟକତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

related posts

Leave a Comment