Home Breaking News / ତାଜା ଖବର ଗୁଡାରୀ ସହରର ମୂଖ୍ୟ ଛକରେ ଏକ ଦୁଃଖଟଣା

ଗୁଡାରୀ ସହରର ମୂଖ୍ୟ ଛକରେ ଏକ ଦୁଃଖଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଡାରୀ:(ଗୌରୀଶଙ୍କର ମିଶ୍ର ) ଆଜି ସନ୍ଧ୍ୟା ୬ :୫୫ ମିନିଟରେ ଗୁଡାରୀ ସହରର ମୂଖ୍ୟ ଛକରେ ଏକ ଦୁଃଖଟଣା ଘଟିଛି। ବାଇକ ଆରୋହୀ ବଞ୍ଚିଯାଇଥିଲେ ମଧ୍ୟ ବାଇକଟିଗାଡି ତଳେ ରାଜି ହୋଇ ରହିବା ଦ୍ଵାରା ଛକଟି ପ୍ରାୟ ଅଧଘଣ୍ଟା ଜାମ୍ ହୋଇ ରହିଲା । ଏହା ଦ୍ଵାରା ଜନ ସାଧାରଣଙ୍କ ଜିବା ଆସିବା କିଛି ସମୟ ପାଇଁ ବ୍ୟାଘାତ ହୋଇଥିଲା । ଏଠାରେ କହିବାକୁ ବାଧ୍ୟ ଯେ, ଏହା ଏକ ମୁଖ୍ୟ ଛକ ହେଲେ ମଧ୍ୟ NAC ଏହାକୁ କୌଣସି ଗୁରୁତ୍ଵ ଦେଉନି ଏବଂ ଉଠା ଦୋକାନୀଙ୍କ ଲାଗି ଏ ସମସ୍ୟା ସବୁବେଳେ ଲାଗି ରହୁଛି ।

related posts

Leave a Comment