ରାୟଗଡା -୦୮/୦୧-(ଧନେଶ୍ବର ରାଉତ)-ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର ଗତ କୁଟ୍ରା ଗଡ ଗ୍ରାମ ପଞ୍ଚାୟତ ର ରମନାକୁପୁଲି ଠାରେ କୃଷି ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟ କ୍ରମରେ ଉପ କୃଷି ନିର୍ଦ୍ଦେଶକ ରାୟଗଡା ଜିଲ୍ଲା ର ଶ୍ରୀ ସୁମନସି ପଟନାୟକ, ବିଷମ କଟକ ବ୍ଲକ କୃଷି ଅଧିକାରୀ ଶ୍ରୀ ଘନଶ୍ୟାମ ହାଇବୁ, ପଞ୍ଚାୟତ କୃଷି ଅଧିକାରୀ ଶ୍ରୀ ରମାକାନ୍ତ କୁମ୍ବୁରୀକ।, ବ୍ଲକ କୃଷି ସହଯୋଗୀ ଅଧିକାରୀ ଶ୍ରୀ ସନ୍ତୋଷ ସାହୁ ଏବଂ ସରପଞ୍ଚ ଶ୍ରୀ ନରେନ୍ଦ୍ର ପିଡିକାକା , ପରବତ ସରପଞ୍ଚ ଶ୍ରୀ ଡମ୍ବରୁ ପିଡିକାକା, ସମାଜ ସେବୀ ଶ୍ରୀମାତି ଅନିତା ପିଡିକାକା, ସମାଜ ସେବୀ ଶ୍ରୀ ପଦ୍ମ ଲୋଚନ ଭିଭାର, ଛତ୍ରପତି ୱାଡ କା, କନକ, ଜଗଡି, ସୁମିତ୍ରା, ଆପା, ବାସୁଦେବ, ରଞ୍ଜନ, ପ୍ରକାଶ, ଦନେଶ୍ୱର, ମିନ, ପଣ୍ଡା ଭିବାର, ହାରିଚନ୍ଦ୍ର, ଦାନୁ, ଶ୍ରୀଧର ପିଡିକାକା, ଡ଼ମ୍ବୁ ପିଡିକକା, ଜଗନଥ, ପୁରନ୍ଦର, ବିକ୍ରମ କୁସୁଳିଆ, ଜଗିଲି, ହିରଧର ଜଗରଙ୍ଗ, ବିଭୀ ସନ , ଡ୍ରିମ୍ବ, ହରୀ ଓ ସମସ୍ତ ଗ୍ରାମ ବାସୀ ଉପସ୍ଥିତ ରହି ଥିଲେ।
କୃଷି ବିଭାଗ ପକ୍ଷରୁ କ୍ଷେତ୍ର ଦିବସ ପାଳିତ, ପୂର୍ବ ଭାରତରେ ସବୁଜ ବିପ୍ଳବ
Share with
previous post