Home Breaking News / ତାଜା ଖବର ବାଇକ ଦୁର୍ଘଟଣା
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ଗୁଡାରି ବ୍ଲକ ଅଞ୍ଚଳରୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ଦଳୀୟ କାର୍ଯ୍ୟକ୍ରମ ସରାଇ ରାୟଗଡା ଫେରୁଥିବା ସମୟରେ ଖାଲ-ଗୁମୁଡା ଗ୍ରାମ ନିକଟରେ ଏକ Bike Accidenent ରେ ସ୍ୱାମୀ,ସ୍ତ୍ରୀ ଏବଂ ତାଙ୍କର କୁନି ଛୁଆ ଗୁରୁତର ଆଘାତ ଘୋଟି ରାସ୍ତା ମଝିରେ କାନ୍ଦ ବବା କରୁଥିବା ଦେଖି, ସେମାନଙ୍କୁ ତୁରନ୍ତ ନିଜ ଗାଡ଼ିରେ ପଦ୍ମପୁର ଡାକ୍ତରଖାନା କୁ ନେଇ ପାଖରେ ରହି ଚିକିତ୍ସା ଆରମ୍ଭ କୋରାଇଥିଲେ l ସେହିମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ନିମନ୍ତେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଉଲାକା ମହୋଦୟଭଗବାନଙ୍କ ଠାରେ ଆଶୁ କମନା କରିଥିଲେ l

related posts

Leave a Comment