Home Breaking News / ତାଜା ଖବର ଆଠଗଡ ଉପଖଣ୍ଡରେ ଗାଁ ଗାଁ ରେ ମାଗଣାରେ ପହଞ୍ଚିବ ସ୍ବାସ୍ଥ୍ୟସେବା ରଥ

ଆଠଗଡ ଉପଖଣ୍ଡରେ ଗାଁ ଗାଁ ରେ ମାଗଣାରେ ପହଞ୍ଚିବ ସ୍ବାସ୍ଥ୍ୟସେବା ରଥ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ ଉପଖଣ୍ଡରେ ଗାଁ ଗାଁ ରେ ମାଗଣାରେ ପହଞ୍ଚିବ ସ୍ବାସ୍ଥ୍ୟସେବା ରଥ । ଆଜି ଆଠଗଡ ମାଧପୁର ଠାରେ ଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର ପରିସରରେ ଏହି ଅତ୍ୟାଧୁନିକ ମୋବାଇଲ ହସ୍ପିଟାଲ ରଥ ର ଶୁଭ ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଏହି ମୋବାଇଲ ୟୁନିଟରେ ଡାକ୍ତର , ନର୍ସ ଠାରୁ ଆରମ୍ଭ କରି ସମସ୍ତ ସେବା ଉପଲବ୍ଧ ବୋଲି ମନ୍ତ୍ରୀ କହିଛନ୍ତି । ଆଠଗଡରୁ କଟକ ବଡଡାକ୍ତର ଖାନା ଯାଉଥିବା ରାସ୍ତାରେ ଘଣ୍ଟିଖାଲ ରେଲଓ୍ବେ କ୍ରସିଂ ରେ ଭୂତଳ ବ୍ରିଜ୍ କରାଯିବାପାଇଁ ପ୍ରତିଶୁତି ଦେଇଛନ୍ତି । ମାଧପୁର ଠାରେ ଥିବା ଏହି ଜିମ୍ସାର ଡାକ୍ତରଖାନାକୁ ମନ୍ତ୍ରୀ ୪୦ଲକ୍ଷ ଟଙ୍କା ବ୍ୟୟରେ ଆସିୟୁ ଓ ଏବେ ଏହି ମୋବାଇଲ ୟୁନିଟ ଆମ୍ବୁଲାନସ ଦେଇଥିବାରୁ ଜିମସାର ଅଧ୍ଧକ୍ଷ ନିରଞନ ରଥ ଧନ୍ୟବାଦ ଦେଇଛନ୍ତି

related posts

Leave a Comment