Home Breaking News / ତାଜା ଖବର ଯୁବ ବ୍ୟବସାୟୀ ସ୍ବର୍ଗତ ସିଦ୍ଧାର୍ଥ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଯୁବ ବ୍ୟବସାୟୀ ସ୍ବର୍ଗତ ସିଦ୍ଧାର୍ଥ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚନ୍ଦ୍ରଶେଖରପୁର ହାଉସିଁ ବୋର୍ଡ ବ୍ୟବସାୟ ସଂଘ ପକ୍ଷ ରୁ ଯୁବ ବ୍ୟବସାୟୀ ସ୍ବର୍ଗତ ସିଦ୍ଧାର୍ଥ ଦାସ ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ବ୍ୟବସାୟୀ ସଂଘ ପକ୍ଷ ରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା କରାଯାଇ ସ୍ବର୍ଗତ ସିଦ୍ଧାର୍ଥ ଦାସ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି । କାର୍ଯକ୍ରମ ରେ ବାବୁଲି ସାହୁ,
ସୁଶାନ୍ତ ମହାପାତ୍ର,ପ୍ରକାଶ ରାଉତ,ପ୍ରଫୁଲ୍ଲ ସ୍ବାଇଁ,ଜଗନ୍ନାଥ ଦାସ,ବଟକୃଷ୍ଣ ସେଠୀ,ପଞ୍ଚାନନ ପାଇକରା ପ୍ରମୁଖ ବହୁ ବ୍ୟବସାୟୀ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

related posts

Leave a Comment