Home Breaking News / ତାଜା ଖବର ଗୁଡାରୀରେ ଆଶା ସଂଘ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ

ଗୁଡାରୀରେ ଆଶା ସଂଘ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣପୁର : (ରବି କିରଣ ପଣ୍ଡା) ଗୁଣୁପୁର ରାୟଗଡା ଜିଲ୍ଲା ଗୁଡାରୀରେ ଆଶା ସଂଘ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏଥିସହ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଆଶା କର୍ମୀ ମାନଙ୍କ ପ୍ରାପ୍ୟ ଠିକ୍ ସମୟରେ ପ୍ରଦାନ କରିବା, କାମ କରୁଥିବା ସମୟରେ ସୁରକ୍ଷା,ବର୍ଷକୁ ଦୁଇ ହଳ ପୋଷାକ ଯୋଗାଇବା,ମମତା ଯୋଜନାରେ ପ୍ରତ୍ସାହନ ରାଶି ଯୋଗାଇବା,ଯାତାୟତ ଖର୍ଚ୍ଚ ପ୍ରଦାନ କରିବା, ସମ୍ମାନର ସହ କାମ କରିବାକୁ ସୁଯୋଗ ଦେବା ଭଳି ୧୦ ଦାବି ନେଇ ଶୋଭାଯାତ୍ରା କରିଥିବା ଜଣାପଡିଛି ।

related posts

Leave a Comment