Home Breaking News / ତାଜା ଖବର ଓବିସିଙ୍କ ଅଧିକାର ପାଇଁ, ବିଜେପି ଓ ବିସି ମୋର୍ଚ୍ଚା ପକ୍ଷରୁ ଦାବୀ ପତ୍ର

ଓବିସିଙ୍କ ଅଧିକାର ପାଇଁ, ବିଜେପି ଓ ବିସି ମୋର୍ଚ୍ଚା ପକ୍ଷରୁ ଦାବୀ ପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୭/୧(ସୁନୀଲପଟନାୟକ)
ଓ ବିସି ସଂରକ୍ଷଣ କ୍ଷେତ୍ରରେ ପଦକ୍ଷେପ ନେବାପାଇଁ ବିଜେପି ଓ ବିସିମୋର୍ଚ୍ଚା ପକ୍ଷରୁ ଏକ ଦାବୀ ପତ୍ର ଶୁକ୍ରବାରରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।
ରାଜ୍ୟରେ ପଛୁଆବର୍ଗଙ୍କ ସଂଖ୍ୟା ୫୪ପତିଶତ । ଗତ ୫ଟି ପଞ୍ଚାୟତ ନିର୍ବାଚନରେ ଓ ବିସିବର୍ଗର ପ୍ରାର୍ଥୀମାନେ ୨୭ ପ୍ରତିଶତ ସଂରକ୍ଷଣରେ ନିର୍ବାଚନ ଲଢିସାରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କ ଓ ବିସିବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ବିଜେପି ଓ ବିସିମୋର୍ଚା ସଭାପତି ହରେନ କୁମାର ସାହୁ ଅଭିଯୋଗ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ଓ ବିସି ମୋର୍ଚା
ସଭାପତି ହରେନ ସାହୁ, ବରୀଷ୍ଟ ବିଜେପି ନେତା ଭଗବାନ ମହାନ୍ତି, କମଳାକାନ୍ତ ପାଣ୍ଡେ, ରମେଶ ମହାନ୍ତି, ପରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment