Home Breaking News / ତାଜା ଖବର ଆଜିଠୁ ଖୋଲିଲା ମାର୍କେଟ୍ ବିଲ୍ଡିଂ

ଆଜିଠୁ ଖୋଲିଲା ମାର୍କେଟ୍ ବିଲ୍ଡିଂ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର ୭।୧: ଖୋଲିବ ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ । ଦିନ ୨ଟା ସୁଦ୍ଧା ଖୋଲିବ ମାର୍କେଟ୍ ବିଲ୍ଡିଂ । ଜିଦରୁ ଓହରିଲା ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ । ବିଏମସି ଲିଖିତ ପ୍ରତିଶ୍ରୁତି ଦେବା ସ୍ପଷ୍ଟ ହେବା ପରେ ମାନିଛି ବ୍ୟବସାୟୀ ସଂଘ । ମଙ୍ଗଳବାରଠାରୁ ମାର୍କେଟ୍ ବିଲ୍ଡିଂ ବନ୍ଦ ରହିଥିଲା । ମାର୍କେଟ ବିଲ୍ଡିଂ ପରିସରରେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ଦାବି ରଖିଥିଲା ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ।

related posts

Leave a Comment