Home Breaking News / ତାଜା ଖବର ପ୍ରଧାନମନ୍ତ୍ରୀ ଙ୍କ ପଞ୍ଜାବ ବିପଦରୁ ରକ୍ଷା ପାଇଥିବା ର ମହିଳା ମୋର୍ଚାର ସାମୁହିକ ଦୀପଦାନ

ପ୍ରଧାନମନ୍ତ୍ରୀ ଙ୍କ ପଞ୍ଜାବ ବିପଦରୁ ରକ୍ଷା ପାଇଥିବା ର ମହିଳା ମୋର୍ଚାର ସାମୁହିକ ଦୀପଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୭/୦୧-(ଧନେଶ୍ବର ରାଉତ) – ରାୟଗଡା ଜିଲ୍ଲା ମହିଳା ମୋର୍ଚ୍ଛା , ପଞ୍ଜାବ ରେ କଂଗ୍ରେସ ସରକାର ର ଚକ୍ରାନ୍ତ ରୁ ବାହାରି ଆସିଲେ,ଆମର ସମସ୍ତଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କର ଆସୁଆରୋଗ୍ୟ କାମନା କରି ମହାମର୍ତ୍ତୃଞ୍ଜୟ ଜାପ କରି ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମକରାଯାଇଛି। ପଞ୍ଜାବ କଂଗ୍ରେସ ସରକାରଙ୍କ ହୀନ ମାନସିକତା ଓ କ୍ରୁର ମନୋଭାବ କୁ ବିରୋଧ କରି ଏବଂ ଏତେ ବଡ଼ ସଦଯନ୍ତ୍ରରୁ ବର୍ତ୍ତି ଯାଇଥିବାରୁ ରାୟଗଡା ଗ୍ରାମୀଣ ମଣ୍ଡଳ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସାମୁହିକ ଭାବେ ମହିଳା ମୋର୍ଚାର ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ମହାମୃତ୍ୟୁଞ୍ଜୟ ଜପ କରିବା ସହ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ଏହି ମହା ବିପଦରୁ ମୁକ୍ତି ଦେଇଥିବାରୁ ଜଗନାଥଙ୍କ ପାଖରେ ମୁଣ୍ଡିଆ ମାରି ଆଶୀର୍ବାଦ ମାଗିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟଙ୍କ ନେତୃତ୍ୱ ରେ ମଣ୍ଡଳ ସଭାନେତ୍ରୀ ପୁଷ୍ପା ଗିରି,ରୀନା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଯୋଗ ଦେଇ ଥିଲେ।

related posts

Leave a Comment