Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ କରେନା ସଂକ୍ରମଣ ୪ ଛୁଇଁଲା, ଜିଲ୍ଲା ପକ୍ଷରୁ କରୋନା ମୁକାବିଲା ବୈଠକ

କନ୍ଧମାଳ ଜିଲ୍ଲାରେ କରେନା ସଂକ୍ରମଣ ୪ ଛୁଇଁଲା, ଜିଲ୍ଲା ପକ୍ଷରୁ କରୋନା ମୁକାବିଲା ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୭/୧(ସୁନୀଲପଟନାୟକ)
ଦେଶରେ ଏବେ ପୁଣି କାୟା ବିସ୍ତାର କଲାଣି କରେ। ନାର ୩ୟ ଲହର । ଏପଟେ ଓ ମିକ୍ରନଭୁତାଣୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି । ଜିଲ୍ଲାରେ ଏବେ କରେ। ନା ସଂକ୍ରମଣ ୪ରେ ପହଞ୍ଚିଛି। ଗତକାଲି ଖଜୁରୀପଡ଼ା ବ୍ଳକର ସୁଡୁଗୁମ୍ଫା ଅଞ୍ଚଳରେ ଜଣେ ସଂକ୍ରମିତ ହୋଇଥିବାବେଳେ ଆଜି ୩ ଜଣ ସଂକ୍ରମିତ ହୋଇଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଜିଲା ସଦରମହକୁମାରେ କୋଭିଡ଼ହସପିଟାଲ ଖୋଲିବାଲାଗି ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ସେହିପରି ଓ ମିକ୍ରନମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍କୃତି ଭବନଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଫୁଲ ବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ସରକାରଙ୍କ ଜାରୀ ସମସ୍ତ ନିତି ନିୟମ ମାନି ଚଳିବା, ଓଜନ ସାଧାରଣଙ୍କୁ କିଭଳି ସଚେତନ କରାଯିବ ସେ ନେଇ ଆଲୋଚନା ହୋଇଥିଲା
କୋଭିଡ଼ ଗାଇଡଲାଇନ ଉଲଙ୍ଘନକାରୀଙ୍କ ପ୍ରତିକଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ନେଇ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ସମସ୍ତ ଅଧିକାରୀଙ୍କୁ ସତର୍କ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ତହସିଲଦାର ଦୀନ ମଣିନା ଏକ , ମୁନିସପାଲଟି ନିର୍ବାହୀ ଅଧିକାରୀ ବଳଦେବ ବେହେରା , ଏମାରଜେନ୍ସି ଅଫିସର ପ୍ରଦ୍ୟୁମ୍ନ ମଣ୍ଡଳ, ଡେପୁଟି କଲେକ୍ଟର ପ୍ରିୟଦର୍ଶନୀ ସ୍ୱାଇଁ,ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । କରୋନାସଚେତନତା ଦିଗରେ ସ୍ୱେଚ୍ଛାସେବୀ ସଂଗଠନ, ନ ସମାଜସେବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକ।ରହିଛି ଆଉ ସଚେତନ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥଲେ ।
ଏହି ବୈଠକରେ ସ୍ଵାତୀ ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ଇଂ. ହରିଶଙ୍କର ରାଉତ, ସମାଜସେବୀ ଅଶୋକ ପରୀଡ଼ାଙ୍କ ସମେତ ବୃଦ୍ଧିଜିବୀ . ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment