Home Breaking News / ତାଜା ଖବର ଜାନୁଆରୀ ୧୦ରୁ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ ଏବଂ କଲେଜ୍‌

ଜାନୁଆରୀ ୧୦ରୁ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ ଏବଂ କଲେଜ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର, ୦୭/୦୧: ରାଜ୍ୟରେ ବୃଦ୍ଧି ପାଉଥିବା କରୋନାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ପାଇଁ ସରକାର ଗାଇଡ୍‌ଲାନ୍‌ ଜାରି କରିଛନ୍ତି । ୧୦ ଜାନୁଆରୀରୁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ୍‌ ବନ୍ଦ ରହିବ । ଏଥି ସହିତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିବା ନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।

ସେହିପରି କୋଚିଂ ସେଣ୍ଟର ଏବଂ ହଷ୍ଟେଲ୍‌ ଗୁଡ଼ିକ ମଧ୍ୟ ଏହି ତାରଖରୁ ବନ୍ଦ ରହିବ । ଚାଲିଥିବା ପରୀକ୍ଷା ଜାରି ରହିବ ବୋଲି ଏସ୍‌ଆର୍‌ସି ଜାରି କରିଥିବା ଗାଇଡ୍‌ଲାନ୍‌ରୁ ଜଣାପଡ଼ିଛି ।  

related posts

Leave a Comment