Home Breaking News / ତାଜା ଖବର ବିଜୁ ପକ୍କା ଘର ଯୋଜନାରେ ହିତାଧିକାରିଙ୍କୁ ଘର ମରାମତି ନିମନ୍ତେ ଆର୍ଥୀକ ଅନୁଦାନପ୍ରଦାନ

ବିଜୁ ପକ୍କା ଘର ଯୋଜନାରେ ହିତାଧିକାରିଙ୍କୁ ଘର ମରାମତି ନିମନ୍ତେ ଆର୍ଥୀକ ଅନୁଦାନପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୭/୧(ସୁନୀଲପଟନାୟକ) ବିଜୁ ପକ୍କାଘର ଯୋଜନାହିତାଧିକ।ରିଙ୍କୁ ଘର ମରାମତି ପାଇଁ ଆର୍ଥୀକ ଅନୁଦାନ ରାଶି ପ୍ରଦାନର ଶୁକ୍ରବାର ଶୁଭାରମ୍ଭ ହୋଇଛି ।
ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଜୁ ପକ୍କା ଘର ହିତାଧିକାରୀମାନଙ୍କୁ ୩ ହଜାର ଟଙ୍କା ଲେଖାଏପ୍ରଦାନ କରିଥିଲେ ।
କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ। ଡି ଉପସ୍ଥିତ ଥିଲେ । ଗତ ୨୦୧୪ରୁ ଏ ଯାଏ ରାଜ୍ୟ ସରକାର ଯୋଗ । ଇଦେଇଥିବା ବିଜୁ ପକ୍କା ଘର ହିତାଧିକାରୀ ମାନଙ୍କୁ ଏହି ଅର୍ଥ ଅନୁବାନ ରାଶି ପ୍ରଦାନ କରାଯିବା
ସେହିପରି ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା, ମତ୍ସ୍ୟଜିବୀ ବାସଗୃହ ଯୋଜନୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇନ୍ଦିର । ଆବାସ ଯୋଜନା ଆଦିର ହିତାଧିକାରୀଙ୍କୁ ମଧ୍ୟ ଏହି ଯୋଜନାରେ ଆର୍ଥୀକ ସହାୟତା ପ୍ରଦାନ କରାଯିବ. I
ସେହିପରି କରେ । ନା ମହାମାରୀ ସଙ୍କଟକାଳରେ ଲୋକମାନଙ୍କ ଦୁର୍ବଳ ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପକ୍କ। ଘର ପାଇବାକୁ ଯୋଗ୍ୟ ବିବେଚିତ ହିତାଧିକାରି
ଙ୍କୁ ମଧ୍ୟ ସେମାନେ ବର୍ତ୍ତମାନ ରହୁଥିବା ଘର ମରାମତି ପାଇଁ ଏକ କାଳୀନ ୫ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦିଆଯିବା ଶୁକ୍ରବାର
ଘର ମରାମତି ଅନୁଦାନ ପାଇ ହୀତାଧିକାରୀମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ଆଉ ଜିଲ୍ଲା ପ୍ରଶାସନ, ଲୋକପ୍ରତିନିଧିମାନଙ୍କୁ ଭୁରି ଭୁରି ପ୍ରସଂସା କରୁଥିବା ଶୁଣିବାକୁ ମିଳିଥିଲା।

related posts

Leave a Comment