Home Breaking News ବାଇ ଦୁଘଟଣାରେ ଯୁଵ ଗୁରୁତର ଆହତ

ବାଇ ଦୁଘଟଣାରେ ଯୁଵ ଗୁରୁତର ଆହତ

by Times One Odia
Share with
     
 
 
   

ରାୟଗଡା -୦୭/୦୧-(ଧନେଶ୍ବର ରାଉତ): ରାୟଗଡା ଜିଲା କାଶିପୁର ବ୍ଲକର ଟିକିରି ସ୍ଥିତ ତୋଟାଗୁଡା ନିକଟରେ ବାଇକ୍ ଦୁଘଟଣା ହେଇଛି । ଦୁଘଟଣା ହୋଇଥିବା ଯୁଵ ହେଲେ ଦୁଡୁକାବାହଲ, ପଞ୍ଚାୟତର ତୁଟି ବର ଗ୍ରାମର ସ୍ବାହାଦର ଝୋଡିଆ ବୋଲି ଜଣାପଡ଼ିଛି। ତାଙ୍କ ବାପା ହେଲେ ମେନ ଝୋଡିଆ । ସ୍ବାହାଦର ନିଜ କାମ ସାରି ଟିକିରି ରୃ ନିଜ ଘରକୁ ଫେରୁଥିବା ସମୟରେ ତୋଟାଗୁଡା ନିକଟରେ ଗୋରୁ ସହ ଦୁଘଟଣା ଘଟିଥିଲା ସେ ଗାଡିରୁ ତଳକୁ ପଡିଯାଇଥିଲେ ତାଙ୍କର ମୁହରେ ଆଘାତ ଲାଗିଛି ଏହା ପରେ କିଛି ଲୋକ ଦେଖି ଟିକିରି ମେଡିକାଲ କୁ ଅଣାଯାଇଥିଲା ଏହା ପରେ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ଯାଣିବାକୁ ମିଳିଛି

related posts

Leave a Comment