Home Breaking News / ତାଜା ଖବର ଜୋହାନ୍ସବର୍ଗ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ରେକର୍ଡ ଟାର୍ଗେଟ୍ ହାସଲ କରି ଜିତିଲା ଦକ୍ଷିଣଆଫ୍ରିକା

ଜୋହାନ୍ସବର୍ଗ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ରେକର୍ଡ ଟାର୍ଗେଟ୍ ହାସଲ କରି ଜିତିଲା ଦକ୍ଷିଣଆଫ୍ରିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଘରୋଇ ମାଟିରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିିଥିବା ଦକ୍ଷିଣଆଫ୍ରିକା ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦମଦାର ବିଜୟ ହାସଲ କରଛି । ୨୪୦ରନର ବଜୟ ଲକ୍ଷ୍ୟକୁ ପଛା କରି ଦକ୍ଷିଣଆଫ୍ରିକା ଦଳ ୭ ୱିକେଟରେ ଜିତିନେଇଛି ।ଏହା ସହିତ ଟେଷ୍ଟ ସରଜ ବର୍ତମାନ ୧-୧ସ୍ତରକୁ ଆସିଛି ।
ଜୋହାନ୍ସବର୍ଗରେ ଦକ୍ଷିଣଆଫ୍ରିକା ଦଳ ଆଗରୁ କେବେ ୨୪୦ ରନର ବଡସ୍କୋର ପିଛା କରିିନଥିିଲା । ଫଳରେ ଏହାକୁ ହାସଲ କରି ଦଳ ଇତିହାସ ରଚିଛି । ମ୍ୟାଚରେ ପ୍ରଥମେବ୍ୟାଟିଂ କରି ଭାରତୀୟ ଦଳ ୨୦୨ରନ ସ୍କୋର କରିଥିଲା ।ଏହାର ଜବାବରେ ଘରୋଇ ଦକ୍ଷିଣଆଫ୍ରିକା ଦଳ ୨୨୯ ରନ ସ୍କୋର କରିିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୨୬୬ ରନ୍ ସ୍କୋର କରବା ପରେ ଦକ୍ଷିଣଆଫ୍ରିକା ଆଗରେ ୨୪୦ ରନର ବିଜୟଲକ୍ଷ୍ୟ ରହଥିିଲା । ଏଲଗାର ଏବଂ ବବୁମା ଅପରାଜିତ ରହି ଦଳକୁ ସ୍ମରଣୀୟ ବଜୟ ପ୍ରଦାନ କରଥିଲେ । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ୭ ୱିକେଟ ଦଖଲ କରିଥିବା ଶାର୍ଦୁଳ ଠାକୁୁର ଦ୍ୱିତୀୟ ଇନିଂସରେ ମାତ୍ର ଗୋଟିଏ ୱକେଟ ଦଖଲ କରିି ପାରିଥିଲେ । ସାମି ଏବଂ ବୁମରା ପ୍ରଭାବହୀନ ରହବାରୁ ଘରୋଇ ଦଳ ଆରାମରେ ମ୍ୟାଚ୍ ଭାରତ ହାତରୁ ଛଡାଇ ନେଇଥିଲା ।

related posts

Leave a Comment