Home Breaking News / ତାଜା ଖବର କଂଗ୍ରେସ୍‍ ପକ୍ଷରୁ ରାୟଗଡା ଜିଲ୍ଲା ରାମନାଗୁଡାରେ କର୍ମୀ ସମିଳନୀ ଅନୁଷ୍ଠିତ

କଂଗ୍ରେସ୍‍ ପକ୍ଷରୁ ରାୟଗଡା ଜିଲ୍ଲା ରାମନାଗୁଡାରେ କର୍ମୀ ସମିଳନୀ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା ଜିଲ୍ଲା ପଦ୍ମପୁର : (ରବି କିରଣ ପଣ୍ଡା) ପଞ୍ଚାୟତ ନିର୍ବାଚନ ଆଗକୁ ଦେଖି କଗ୍ରଂଶ ଦଳୀୟ ପକ୍ଷରୁ ଘୋଷଣା ନହେଉଣୁ କଂଗ୍ରେସ୍‍ ପକ୍ଷରୁ ରାୟଗଡା ଜିଲ୍ଲା ରାମନାଗୁଡାରେ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ଏକ ଶୋଭା ଯାତ୍ରା ରେ ସହର ପରିକ୍ରମା କରା ଯାଇଥିଲା । ପରେ ଚାକୁଠା ଠାରେ କର୍ମୀ ସମିଳନୀ ହୋଇଥିଲା । ଏଥିରେ ଶତାଧିକ କର୍ମୀ ସାମିଲ ହୋଇଥିବା ନେଇ ଦଳ ପକ୍ଷରୁ କୁହା ଯାଇଛି । ଏଥିସହ ଆଗାମି ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ୍‍ ବିଗୁଲ ବଜାଇଥିବା ନେଇ ଜିଲ୍ଲା କଂଗ୍ରେସ୍‍ ପକ୍ଷରୁ କୁହାଯାଇଛି । ଅନୁଷ୍ଠିତ କର୍ମୀ ସମିଳନୀରେ କୋରାପୁଟ୍‍ ସାଂସଦ ସପ୍ତଗିରି ଉଲକା,ଡିସିସି ଦୁର୍ଗାପ୍ରସାଦ ପଠା, ବିଜୟ ଗୋମାଙ୍ଗେ । ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ପଞ୍ଚାୟତ ନିର୍ବାଚନ ଘୋଷଣା ନହେଉଣୁ କଂଗ୍ରେସ୍‍ ପକ୍ଷରୁ ରାୟଗଡା ଜିଲ୍ଲା ରାମନାଗୁଡାରେ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ଏକ ଶୋଭା ଯାତ୍ରା ରେ ସହର ପରିକ୍ରମା କରା ଯାଇଥିଲା । ପରେ ଚାକୁଠା ଠାରେ କର୍ମୀ ସମିଳନୀ ହୋଇଥିଲା । ଏଥିରେ ଶତାଧିକ କର୍ମୀ ସାମିଲ ହୋଇଥିବା ନେଇ ଦଳ ପକ୍ଷରୁ କୁହା ଯାଇଛି । ଏଥିସହ ଆଗାମି ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ୍‍ ବିଗୁଲ ବଜାଇଥିବା ନେଇ ଜିଲ୍ଲା କଂଗ୍ରେସ୍‍ ପକ୍ଷରୁ କୁହାଯାଇଛି । ଅନୁଷ୍ଠିତ କର୍ମୀ ସମିଳନୀରେ କୋରାପୁଟ୍‍ ସାଂସଦ ସପ୍ତଗିରି ଉଲକା,ଡିସିସି ଦୁର୍ଗାପ୍ରସାଦ ପଠା, ବିଜୟ ଗୋମାଙ୍ଗେ । ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

related posts

Leave a Comment