Home Breaking News / ତାଜା ଖବର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଗୁଣପୁର ଗସ୍ତ

ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଗୁଣପୁର ଗସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୬/୦୧-(ଧନେଶ୍ବର ରାଉତ)- -ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଆଜି ଗୁଣପୁର ଗସ୍ତ କରି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସୋମନାଥ ମେମୋରିଆଲ ହସ୍ପିଟାଲ ପ୍ରିଦର୍ଶନ କରି କୋଭିଡ ସେବା କେନ୍ଦ୍ର ଖୋଲିବା ନିମନ୍ତେ ପୂର୍ବ ପ୍ରସ୍ତୁତିର ଯାଞ୍ଚ କରିଥିଲେ । ବର୍ତ୍ତମାନ କଭୀଡର ତୃତୀୟ ଲହର ଓମିକ୍ରନ ବଢୁଥିବା ଯୋଗୁଁ କୋଭିଡ ସେବା କେନ୍ଦ୍ର ଚାଲୁ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ସମସ୍ତ ପ୍ରସ୍ତୁତି କରିବା ନିମନ୍ତେ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଗସ୍ତ ସମ୍ବୟରେ ବିଭିନ୍ନ ରୋଗୀଙ୍କ ସହ ବିଜୁ ସ୍ୟାସ୍ଥ୍ୟ କାର୍ଡର ଉପଯୋଗିତା ଓ ସେଥିରେ ସାହାଯ୍ୟ ପାଉଛନ୍ତି ନ ନାହିଁ ପଚାରି ବୁଝିଥିଲେ । ଆଜିର ଏହି ଗସ୍ତ ସମ୍ବରର ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଉପଖଣ୍ଡ ମେଡିକାଲ ଅଧିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କରନା ର ତୃତୀୟ ଲହରକୁ ଦେଖି ଏହି ଗସ୍ତ କୁ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ଅଟେ।

related posts

Leave a Comment