Home Breaking News / ତାଜା ଖବର ଭରଚୁଆଲ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବସନବଙ୍କ ମାଲକାନଗିରି ବାସୀଙ୍କ ପାଇଁ ବଡ ଘୋଷଣା

ଭରଚୁଆଲ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବସନବଙ୍କ ମାଲକାନଗିରି ବାସୀଙ୍କ ପାଇଁ ବଡ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି କେନ୍ଦ୍ର ମନ୍ତ୍ରୀ ରେଲୱେ, ଆଇ.ଟି ତଥା ଟେଲି କମୁନିକେଶନ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ଘୋଷଣା , ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଥିବା ବିଏସଏନଏଲ ଏକ୍ସେଞ୍ଜ ଅଫିସ ଠାରେ ଆୟୋଜିତ ଭିଡିଓ କନଫରେନ୍ସ ମାଧ୍ୟମରେ କଲେ ଘୋଷଣା । ଏହି ଭର୍ଚୁଆଲ ମାଧ୍ୟମରେ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହିତ ବରିଷ୍ଠ ନେତା ମାନେ ମଧ୍ୟ ଯୋଡ଼ି ହୋଇଥିଲେ। ତତ୍ ସଙ୍ଗେ ଦିଲ୍ଲୀ ରୁ ଯୋଡ଼ି ହୋଇଥିଲେ ମନ୍ତ୍ରୀ ହେସ୍. ଆର. ଡି. ତଥା ସ୍କିଲ ଡେଭଲପମେଣ୍ଟ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପାଇଁ ନୂତନ ଭାବରେ ୩୦୬ ଗୋଟି ଗ୍ରାମରେ ତିଆରି ହେବ ୩୯୩୩ ଗୋଟି ବିଏସଏନଏଲ ଫୋରଜି ଟାୱାରକୁ କଲେ ଘୋଷଣା, ଏଥି ସହିତ ନୂତନ ଭାବରେ ୨୭୨ ଗୋଟି ପୋଷ୍ଟ ଅଫିସ ମଧ୍ୟ ସେ ଘୋଷଣା କରିଛନ୍ତି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଏହାର କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ବିଶେଷ କରି ଯେଉଁ ଅଞ୍ଚଳରେ କନେକ୍ ଟି ଭିଟି ହୋଇ ପାରୁନଥିଲା। ସେହି ଅଞ୍ଚଳ ର ଜଣ ସାଧାରଣ ଙ୍କୁ ଏହା ଫଳପ୍ରଦ ‌ବ ବୋଲି ଅଶ୍ୱିନୀ ବସନଭ ଙ୍କ ସହ ଶ୍ରୀ ଆଦିତ୍ୟ ମାଡ଼ି କହିଛନ୍ତି।

related posts

Leave a Comment