Home Breaking News / ତାଜା ଖବର ଚାଷୀ ତରଫରୁ ମୁଖ୍ୟ ରାସ୍ତା ଅବରୋଧ

ଚାଷୀ ତରଫରୁ ମୁଖ୍ୟ ରାସ୍ତା ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣପୁର ରାଯଗଡ(ରବି କିରଣ ପଣ୍ଡା): ଗୁଣୁପୁରୁ ପଦ୍ମପୁର ମୁଖ୍ୟ ରାସ୍ତା ଅବରୋଧ ଚାଷୀ ତରଫରୁ ଗୁଣପୁର ବ୍ଲକ଼ ର 6 ଟି ପଞ୍ଚାୟତ ଡମ୍ବସରା ଠାରେ ଶତାଧିକ ଛାଷି ମୁଖ୍ୟ ରାସ୍ତା ଧାନ ବସ୍ଥା ରକି ରାସ୍ତା ଅବରୋଧ କରିଛନ୍ତି, ମିଲରମାନେ ଧାନ ନ ନେବା ଏବଂ ମଣ୍ଡୀ ଠାରୁ ଧାନ ନେବା ପ୍ରତିବାଦ ରେ ଧାନ ରଖି ରାସ୍ତା ଅବରୋଧ କରାଯାଇଥିଲା ପ୍ରଶାସନ ତରଫରୁ ଦାବି ଗୁଡିକ ମାନିବା ପରେ ରାସ୍ତା ରୁ ଛାଷି ମାନେ ଧାନ ବାହାରକରିଥିଲେ ଦାବି
1.ଏକ କୁଇଣ୍ଟାଲ ଧାନ ପିଛା 7 କେଜି ଧାନ ଅଧିକ ନେବା ବଦଂ କରାଯାଉ। 2.ଡମ୍ବସରା ର ସନ୍ୟାସୀ ପୁର ମଣ୍ଡି ଠାରୁ R M C ଧାନ ନେବା ର ସୁବନ୍ଦୋବସ୍ତ କରାଯାଉ। 3.ସମସ୍ତ ଛାଷି ମାନଙ୍କୁ ମଣ୍ଡି କୁ ଧାନ ନେବା ପାଇଁ ଟୋକେନ ଦେବା ର ସୁବନ୍ଦୋବସ୍ତ କରାଯାଉ।

related posts

Leave a Comment