Home Breaking News / ତାଜା ଖବର ପାଣି ପାଈଁ ରାସ୍ତା ରୋକ, ଯନ୍ତ୍ରୀକୁ ଅଟକ ରଖିଲେ ମହିଳା, ବୁଝା ସୁଝା ପରେ ହଟିଲା ରାସ୍ତା ରୋକ

ପାଣି ପାଈଁ ରାସ୍ତା ରୋକ, ଯନ୍ତ୍ରୀକୁ ଅଟକ ରଖିଲେ ମହିଳା, ବୁଝା ସୁଝା ପରେ ହଟିଲା ରାସ୍ତା ରୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -5/1(ସୁନୀଲ ପଟନାୟକ )
ଖରା ଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା ଦେଖାଦେଲାଣି lପାନୀୟ ଜଳ ପାଇଁ ରାସ୍ତା ରୋକ କରିବା ସହ ଯନ୍ତ୍ରୀ କୁ ଅଟକ ରଖିଛନ୍ତି ଲୋକେ l
ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ କଟ୍ରିଂଗିଆ ପଂଚାୟତ ର କାନାପାଟି ନୂଆସାହୀ ରେl
ଖବର ପାଇ ପୋଲିସ ଏସ. ଡ଼ି. ପି ଓ ମହେନ୍ଦ୍ରନାଥ ମୁର୍ମୁ ଓ ପ୍ରଶାସନିକ ଅଧିକାରୀମାନେ ବୂଝାସୁଝା କରିବା ପରେ କିଛି ସମୟ ପରେ ରାସ୍ତା ଅବରୋଧ ହଟିଲା ହେଲେ ପାଣି ନମିଳିବା ଯାଏ ଯନ୍ତ୍ରୀ କୁ ବନ୍ଧକ ରଖିଥିବା ଗ୍ରାମର ନାରୀ ନେତ୍ରୀ କୁନ୍ତୀ ଡିଗାଲ, ମମତା ଡିଗାଲ କହିଛନ୍ତି l
ତେବେ ଅତିଶୀଘ୍ର ପାନୀୟ ଜଳ ର ଵ୍ୟଵସ୍ଥା କରାଯିବା ସହ ବର୍ତମାନ ପାଣି ଟା ଙ୍କର ଯୋଗେ ଯୋଗାଇ
ଦିଆଜିବ ବୋଲି ଜଳ ଯୋଗାଣ ଯନ୍ତ୍ରୀଅଵକ୍ଷିତ ନନ୍ଦ କହିଛନ୍ତି l
ଗ୍ରାମ ଟି ପାହାଡିଆ ଅଂଚଳ ରେ ଥିବାରୁ ନଳକୂପ ରୁ କିମ୍ବା କୂଅ ରୁ ପାଣି ବାହାରୁନଥିବା କହିଛନ୍ତିଯନ୍ତ୍ରୀ ନନ୍ଦ l

related posts

Leave a Comment