Home Breaking News / ତାଜା ଖବର ୧୯ ଦିନିଆ ଆରଆଇ ତାଲିମ ଶିବୀର

୧୯ ଦିନିଆ ଆରଆଇ ତାଲିମ ଶିବୀର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୩/୧ନବ ନିଯୁକ୍ତ ଆରଆଇ ତାଲିମ ଶିବିର ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି। ୧୯ ଦିନ ଧରି ଏହି ନଦ ନିଯୁକ୍ତ ଆର ଆଇମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହି ତାଲିମ ଶିବୀର ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।
ଏହି ତାଲିମ କାର୍ଯ୍ୟକ୍ରମରେ ବଲାଙ୍ଗିର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ନବ ନିଯୁକ୍ତ ଆରଆଇମାନେ ଯୋଗଦେଇ ଥିଲେ, I ଏମାନଙ୍କୁ ସେମାନଙ୍କ କାର୍ଯ୍ୟଶୈଳୀ ଦୀୟିତ୍ଵବୋଧ, ଓ ଦକ୍ଷତା ବିକାଶ ଦିଗରେ ସର୍ବିଶେଷ ତାଲିମ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି। ସେମାନଙ୍କୁ ଜିଲ୍ଲାର ତହସିଲଦାର, ଅତିରିକ୍ତ ତହସିଲଦାର, ଓ ମାଷ୍ଟର ଟ୍ରେନର ସୁପରଭାଇଜର ଓ ଦକ୍ଷ ଆରଆଇ ସମେତ ଦୁଇଜଣ ମାଷ୍ଟର ଟ୍ରେନର ରାଜସ୍ୱ ବିଭାଗ ର କାର୍ଯ୍ୟ ନିତି ନିୟମ ସଂପର୍କରେ କୁଝାରବେ ଯାହାକି ସେମାନଙ୍କ କାର୍ଯ୍ୟରେ ଆସିବ ବୋଲି ଶ୍ରୀ ସାହୁ କହିଛନ୍ତି ।

related posts

Leave a Comment