Home Breaking News / ତାଜା ଖବର ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି

ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡାଜିଲ୍ଲା ଗୁଣୁପୁର ପୁରଣାବସ୍ଷ୍ଟାଣ୍ଡ ସ୍ଥିତ ମୁଖ୍ୟରାସ୍ତା ଥିବା ଗୋଟିଏ ମୋବାଇଲ୍ ଦେକାନ ରୁ ବିଳମ୍ବିତ ରାତ୍ରିରେ ଚୋରି।ମୋବାଇଲ ଦୋକାନରୁ ଚୋରି 20 ଟି ମୋବାଇଲ ଓ 75 ହଜାର ନଗଦ ଚୋରି ହୋଇଥିବା ନେଇ ଗୁଣୁପୁର୍ ଥାନାରେ ଅଭିଯୋଗ ଘଟଣା ସ୍ଥଳରେ ଗୁଣୁପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ
କରିଛି। ଚୋରି ହୋଇଥିବା ମୋବାଇଲ୍ ଲକ୍ଷାଧିକ ଟଙ୍କା ଦାମି କମ୍ପାନୀ ର ମୋବାଇଲ୍ ବୋଲି ଜଣାପଡିଛି। ଦିନ କୁ ଦିନ ଗୁଣୁପୁର ରେ ଚୋରି ବଢୁଛି ପୋଲିସ୍ ଦୁର୍ବୁତ ଧରିବା କଷ୍ଟ ହୋଇପଡୁଛି। ରାତ୍ରି ପୋଲିସ୍ ପେଟ୍ରୋଲିଂ ସଠିକ୍ ରୁପେ ହେଉନଥିବାରୁ ଏଭଳି ଚୋରି ହେଉଥିବା ସ୍ଥାନିୟ ଅଞ୍ଚଳରେ ଆଲୋଚନା ହେଉଛି।

related posts

Leave a Comment