Home Breaking News / ତାଜା ଖବର ବନ ବିଭାଗ ହାତୀକୁ ହାତରେ ଘଉଡ଼ା ବିଫଳ ହୋଇଛନ୍ତି ବନବିଭାଗ, ବିନିକା ଅଞ୍ଚଳକୁ ହାତୀ ଛାଡ଼ିବାକୁ ନାରାଜ ବନବିଭାଗ

ବନ ବିଭାଗ ହାତୀକୁ ହାତରେ ଘଉଡ଼ା ବିଫଳ ହୋଇଛନ୍ତି ବନବିଭାଗ, ବିନିକା ଅଞ୍ଚଳକୁ ହାତୀ ଛାଡ଼ିବାକୁ ନାରାଜ ବନବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା -3/୧ (ଅକ୍ଷୟ କୁମାର ପୂଜାହାରୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଦିର୍ଘଦିନ ହେବ ଜଙ୍ଗଲୀ ହାତୀ ଉପଦ୍ରବ ବଢିବାରେ ଲାଗିଛି ।ଗତ ମଙ୍ଗଳବାର ରାତ୍ରରେ ମହାନଦୀ ପାର ହୋଇ ବିନିକା ଏନଏସି ଓ ବ୍ଲକ ଅଧିନ ବିନିକା ପାହାଡରେ ଉକ୍ତ ହାତୀପଲ ରହି ବୁଧବାର ରାତ୍ରୀରେ ବିନିକା ଜଙ୍ଗଳରୁ ସିଙ୍ଘିଯୁବା ଜଙ୍ଗଳ ରେ ହାତୀ ପହଞ୍ଚି ରାଜୁତି ବିସ୍ଥାର କରୁଛନ୍ତି ା ପ୍ରତ୍ୟକ ଦିନ ରାତ୍ର ସମୟରେ ମନ ଇଚ୍ଛା ପରିଭ୍ରମର କରି ଚାଷୀଙ୍କ ହାଡ଼ଭଙ୍ଗା ପରିଶ୍ରମ କରି ଉପଜ୍ଜିତ କରି ରଖି ଥିବା ଧାନ ପନିପରିବା କୁ ମାଡ଼ି ଖାଇ ଚକଟି ଚୁରମାର କରିଦେଉଛନ୍ତି ା ବିନିକା ଅଞ୍ଚଳରେ ଡ଼ାଲୁଅଚାଷ କରିବାପାଇଁ ଧାନ ତଲି ଚାଷୀ ପକାଇ ଅଛନ୍ତି ତାହା ମଧ୍ୟ ମାଡ଼ି ବ୍ୟାକ କ୍ଷତି କରୁଛନ୍ତି ା ରବିବାର ରାତ୍ରରେ ବିନିକା ବ୍ଳକ ପାପି ଗ୍ରାମର ସୁକୁରୂ ମହାକୁର -୮ ଏକର ଧାନ ଖରି , ଦ୍ବାରୁ ପାତ୍ର ,ସୁନିଳ ପାଢୀ , ବାଲ ମୁକୁନ୍ଦ ଭୂଏ , ବଲିଷ୍ଟ ମହାକୁର ଓ ଅନ୍ୟାନ୍ୟ ଚାଷୀ ମାନଙ୍କର ଙ୍କ କୁବି , ଝୁଡ଼ଙ୍ଗ, ଟମାଟର ,କାକୁଡ଼ି,ଜନ୍ନି ,ମୁଲା , ବାଦାମ ଓ ଅନ୍ୟାନ୍ୟ ପନିପରିବା ହାରାହାରୀ ୧୦ ଏକରୁ ଅଧିକ ହେବ ମାଡ଼ି ଚକଟି ନଷ୍ଟ କରିଦେଇଛନ୍ତି ା ଦିନକୁ ଦିନ ଅଞ୍ଚଳରେ ବଣୁଆଁ ହାତୀ ରଜୁତୀ ବଡ଼ି ବାକୁ ଲାଗୁଛି ା ବନ ବିଭାଗ ଗୋଟିଏ ପଟ‌ରେ ଜଗିଥିଲେ ଅନ୍ୟପଟରେ ହାତୀ କେଉଁ ସମୟରେ ଜଙ୍ଗଳରୁ ବାହାରୀ ଯାଉଛନ୍ତି ା ବନବିଭାଗ ପାଖରେ ଖବର ରହୁ ନଥିବା ଖୋଦ ବନବିଭାଗ ସ୍ବିକାର କରୁଛନ୍ତି ା ଦିର୍ଘଦିନ ହେବ ବିରମାହାରାଜପୁର ରେଞ୍ଜର ତଥା ବିନିକା ଭାରାପ୍ରାପ୍ତ ରେଞ୍ଜର ଅବିନିଶ ବରିହା ଙ୍କ ନେତୃତ୍ବ‌ରେ ସିଙ୍ଘିଯୁବା ଫରେଷ୍ଟର ଲିଙ୍ଗରାଜ ନାୟକ ବିନିକା ବ୍ଳକ ଭିଏସଏସ କମିଟି ସଭାପତି ଭଗବାନ ସେଠୀ, ସମେତ ବିନିକା ରେଞ୍ଜ ଓ ବିରମାହାରାଜପୁର ରେଞ୍ଜ ଅଧିନର ସମସ୍ତ କର୍ମଚାରି ସିଙ୍ଘିଯୁବା ରେ ପଡଞ୍ଚି ହାତୀ ଙ୍କ ଗତି ବିଧି କୁ ଲକ୍ଷ କରିବାସହ ଆଜି ସଂନ୍ଧ୍ୟାରୁ ମଧ୍ୟ ପାପି ର ବାଦମ ଚାଷ ହୋଇଥିବା ଜମିକୁ ଆସି ହାତି ଖାଇ ଚାଲିଥିବା ସହ ଦନ୍ତାର ଗର୍ଜ୍ଜନରେ ଅଞ୍ଚଚଳ କମ୍ପି ଉଠୁଅଛି ଆମେ ଲୋକଙ୍କୁ ସଚେତନ କରିବାସହ ହାତୀର ଅନତି ଦୁରରେ ରହି ହାତୀର ଗତିବିଧି ନିରିକ୍ଷଣକରୁଥିବା ସିଙ୍ଘିଯୁବା ଫରେଷ୍ଟର ଶ୍ରୀ ନାୟକ କହି ଛନ୍ତି ା ବିନିକା ରେଞ୍ଜରେ ଦିର୍ଘ ମାସ ହେବ ରଞ୍ଜର ପଦବି ଖାଲି ପଡ଼ିଥିବାରୁ ଅବ୍ୟବସ୍ତା ଏହି ରେଞକଜରେ ଲାଗିରହିଛି ା ବିନିକା ରେଞ୍ଜରେ ଦିର୍ଘ ମାସ ହେବ ରଞ୍ଜର ପଦବି ଖାଲି ପଡ଼ିଥିବାରୁ ଅବ୍ୟବସ୍ତା ଏହି ରେଞକଜରେ ଲାଗିରହିଛି ା ଏଣୁ ପ୍ରଶାସନ ବିନିକା ଜଙ୍ଗଳ ବିଭାଗ ରେଞ୍ଜ ଜର ପଦବି ତୁରନ୍ତ ପୁରଣ କରିବାକୁ ଜନସାଧାରଣରେ ଦାବି ହେଉଛି ା ବିନିକା ଅଞ୍ଚଳରୁ ହାତୀ ପଲକୁ ଘଉଡ଼ାଇବାରେ ଜିଲ୍ଲା ପ୍ରଶାସନ ହସ୍ତ‌େକ୍ଷପ କରିବାକୁ ଜନସାଧାରରେ ଦାବି ହେଉଛି ା

related posts

Leave a Comment