Home Breaking News / ତାଜା ଖବର ଓଡ଼ିଶାରେ ମାଡ଼ିଲାଣି ଓମିକ୍ରନ, ଆଜି ୨୩ ଜଣ ଓମିକ୍ରନ ଚିହ୍ନଟ

ଓଡ଼ିଶାରେ ମାଡ଼ିଲାଣି ଓମିକ୍ରନ, ଆଜି ୨୩ ଜଣ ଓମିକ୍ରନ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜ୍ୟରେ ଧୀରେ ଧୀରେ କାୟାବିସ୍ତାର କରିବାରେ ଲାଗିଛି ଓମିକ୍ରନ | ଆଜି ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ଆଉ ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି | ଆଉ ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି |ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ପକ୍ଷରୁ କୁହାଯାଇଛି ଯେ ଏହି ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୫୦ ପ୍ରତିଶତ ବିଦେଶୀ ଫେରନ୍ତା ଅଛନ୍ତି | ସୂଚନା ଥାଉ କି ଆଜି ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

related posts

Leave a Comment