Home Breaking News / ତାଜା ଖବର ଟାଟା ପାୱ।ରେ କାର୍ଯ୍ୟ କରୁଥିବା ସିବାସିସ୍ ହୋତା ମୃତ

ଟାଟା ପାୱ।ରେ କାର୍ଯ୍ୟ କରୁଥିବା ସିବାସିସ୍ ହୋତା ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୀରମହାରାଜପୁର ଟାଟା ପାୱ।ରେ କାର୍ଯ୍ୟ କରୁଥିବା ସିବାସିସ୍ ହୋତା ଲାଇନ୍ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ଘଟିଛି । ପ୍ରଥମେ ସିବାସିସ୍ କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତର ଖାନାକୁ ଅଣାଯାଇଥିଲା । ପରେ ତାଙ୍କୁ ସୁବଣ୍ଣପୁର ଜିଲ୍ଲା ଡାକ୍ତର ଖାନାକୁ ସ୍ତାନାନ୍ତରିତ କରାଯାଇଥିଲା ।ସେଠାରେ ସିବାସିସ୍ ଙ୍କୁ ଡାକ୍ତର ମୃତକ ଘୋଷଣା କରିଥିଲେ । ସବ ବ୍ୟବଚ୍ଛେଦ ପରେ ବୀରମହାରାଜପୁର ମୁଖ୍ୟ ଛକରେ ମୃତକ ର ସବ ରଖି ଆନ୍ଦୋଳନ କରାଯାଇଛି । ମୃତକ ପରିବାରକୁ ୫0 ଲକ୍ଷ ଟଙ୍କା ସହିତ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ଆନ୍ଦୋଳନ କାରି । ଏପର୍ଯ୍ୟନ୍ତ ଟାଟା ପାୱାର କର୍ମଚାରୀ ବା ପ୍ରଶାସନ ଆନ୍ଦୋଳନ ସ୍ତଳରେ ପହଞ୍ଚି ନାହାନ୍ତି । ଏଣୁ ଉତ୍ତେଜନା ଲାଗି ରହିଛି ।

related posts

Leave a Comment