Home Breaking News / ତାଜା ଖବର ସୁବର୍ଣ୍ଣ ଜୟନ୍ତୀ

ସୁବର୍ଣ୍ଣ ଜୟନ୍ତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ନିଖିଳ ଓଡିଶା ଆଇନଜିବି ସଂଘ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଚଳିତ ବର୍ଷ ଆଜି ଉଦଯାପିତ ହେଉଛି ପ୍ରଥମ ଥର ପାଈଁ କଟକ ଜିଲ୍ଲା ସାଲେପୁର ଉତ୍କଳ ଗୋୖରବ ମଧୁସୂଦନ ଦାସ ଙ୍କ ଜନ୍ମ ମାଟି ସତ୍ୟଭାମା ପୁର ରେ ଦୁଇ ଦିନ ଧରି ପାଳନ ହେଉଥିବା ଏହି ସୁବର୍ଣ୍ଣ ଜୟନ୍ତୀ ର ଆଜି ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭା ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ବକ୍ତା, ଉତ୍କଳ ପ୍ରସଙ୍ଗ ର ଅଧକ୍ଷ ଲେନିନ ମହାନ୍ତି ଙ୍କ ସହ କଟକ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗ ଦେଇ ଓକିଲ ମାନଙ୍କ ର ଵିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କାରିଥିଲେ। ଓଡିଶା ର ବିଭିନ୍ନ ସ୍ଥାନ ରୁ ବହୁ ଆଇନଜୀବି ଏହି ସମ୍ମିଳନୀ ରେ ଯୋଗ ଦେଇଥିବା ବେଳେ ଵିଭିନ୍ନ କ୍ଷେତ୍ର ରେ କାର୍ଯ୍ୟ କରି ଥିବା ପ୍ରତିଭା ମାନକୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।

related posts

Leave a Comment