Home Breaking News / ତାଜା ଖବର ରାୟଗଡ଼ା ଜିଲ୍ଲା କମିଟି ତରଫରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଉପଜିଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାୟଗଡ଼ା ଜିଲ୍ଲା କମିଟି ତରଫରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଉପଜିଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣପୁର – ରାୟଗଡା ଜିଲା ଗୁଣୁପୁର ଉପଖଣ୍ଡରେ କୃଷକ ଶ୍ରେଣୀ ଦିନକୁ ଦିନ ଶୋଚନୀୟ ଅବସ୍ଥାରେ ରହିଛନ୍ତି । ଚଳିତ ବର୍ଷ ଧାନ, କପା, ପନିପରିବା ଇତ୍ୟାଦି ଚାଷ କରି ଫସଲ ଆଦାୟ ହେଉଥିବା ବେଳେ କୃଷି ବିଭାଗ ସମବାୟ ସମିତି ଓ ମିଲ ମାନଙ୍କର ମଧୁଚନ୍ଦ୍ରିକା ତଥା ଷଡ଼ଯବରେ ଧାନ ମଣ୍ଡିରୁ ଯାଇ ପାରୁ ନାହିଁ । ପେନ୍‌ସନ୍‌ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଆକ୍ରମଣ ହେଉଛି, ଯାହା ଫଳରେ ସର୍ବନିମ୍ନ ବଞ୍ଚିବାର ଅଧିକାର ବିପନ୍ନ ହେଉଛି ।
ଏଣୁ 8 ଦଫା ଦାବି ନେଇ ଆନ୍ଦଳନ କରାଯାଇଛି । ସନ୍ୟାସୀପୁର ମଣ୍ଡିରେ ମିଲ ମାଲକମାନେ ନିଜେ ଧାନ ନେବାର ବ୍ୟବସ୍ଥା କରାଯାଉ, ସନ୍ୟାସୀପୁର ମଝିରେ ୭୭ କେଜି ଧାନ ନେବାର ବ୍ୟବସ୍ଥା କରାଯାଉ । ମାନ୍ୟତା ଦିଆଯାଉ, ଭାଗ ଚାଷୀମାନଙ୍କୁ ଚାଷୀର ଧାନ ଜିଣ୍ଟାଲ ୩୦୦୦ ଟଙ୍କା ଏବଂ ସମସ୍ତ କୃଷକ ମାନଙ୍କୁ ପେନ୍‌ସନ୍‌ ଲାଗୁ କରାଯାଉ, ସବୁ ଫସଲ ପାଇଁ ସର୍ବନିମ୍ନ ମୂଲ୍ୟ ଘୋଷଣା କରାଯାଉ, ପଦ୍ମପୁର ଓ ଅନ୍ୟାନ୍ୟ ବ୍ଲକ ମଝିରେ ଧାନ କିଣିବା ବ୍ୟବସ୍ଥା କରାଯାଉ, ନିଜ ଏରିଆର ମଣ୍ଡିରେ ଚାଷୀଙ୍କର ଧାନ କିଣା ଯାଉ । ତଦନ୍ତ କରି ତୁରନ୍ତ ଟୋକେନ୍ ଦେବାର ବ୍ୟବସ୍ରା କରାଯାଉ, ଚାଷୀମାନଙ୍କୁ ଟୋଜେନ୍ ଦେବାର ଅନିୟମିତତାକୁ କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଉପଜିଲାପାଳ କାର୍ଯ୍ୟାଳୟ କୁ ଯାଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ | ତ୍ରିପତି ଗମାଙ୍ଗୋ ଙ୍କ ନେତୃତ୍ବରେ ବହୁ ଚାଷୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି |

related posts

Leave a Comment