Home Breaking News / ତାଜା ଖବର ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡ଼ା ଜିଲ୍ଲା ସରକାରୀ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ଖଇରା ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର ସିଂ ନିନା ଙ୍କୁ ବିଦ୍ୟାଳୟ ପରିସର ରେ ଅଵସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ତାଙ୍କ ଚାକିରୀ ଜୀବନ ର ଅବସର ଉପଲକ୍ଷେ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷନୁଷ୍ଠାନ ର କର୍ମଚାରୀ ଙ୍କ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ତାଙ୍କ ଚାକିରୀ ଜୀବନର ସ୍ମୃତି ଚାରଣ ସହ ଉପହାର ମାନ ପ୍ରଦାନ କରାଯାଇଛିl
ସଭାରେ ଶିକ୍ଷକ ଯୋଗେନ୍ଦ୍ର ନାଥ ଦଣ୍ଡସେନା ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ମଝିଆ ମାଝୀ, ସରପଞ୍ଚ ସୁକାନ୍ତି ନାଗ, ମଦନ ମୋହନ ପ୍ରଧାନୀ, ଭୁବନେଶ୍ୱର ରାଉତ,ଭାଗିରଥି ଦଣ୍ଡସେନା, ଶିକ୍ଷକ ବିଭୂ ଚରଣ ସାହୁ, ହରିହର ମାଝୀ, ଆନନ୍ତରମ ମେହେର, ପ୍ରତ୍ୟୋଷ କୁମାର ଦାନୀ, ଦିଲୀପ ଦାସ, ସାମ୍ବାଦିକ ଜଗତରାମ ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ଥିଲେ l ଛାତ୍ର ମାନଙ୍କ ମଧ୍ୟରେ ସୀତାରାମ ଦଣ୍ଡସେନା, ଲିଙ୍ଗରାଜ ମାଝୀ, ଡମ୍ବରୁ ଧର ମାଝୀ, ମଙ୍ଗଲ ସିଂ ମାଝୀ, ଉମାକାନ୍ତ ବେହେରା, ପଦ୍ମନ ଦଣ୍ଡସେନା, ହେମରାଜ ନାଗ, ରାଜକିଶୋର ଦଣ୍ଡସେନା, କ୍ଷୀରସିନ୍ଧୁ ମାଝୀ, ଦଶମୁ ପଟେଲ,, କୃଷ୍ଣ ଲାଲ ଦୁରିଆ, ସତ୍ୟ, ଭଗବାନ ହଂସ, ମାଝୀ ସମେତ ଅନେକ ଛାତ୍ରଛାତ୍ରୀ ବିଦାୟୀ ନିନା ସାର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ମହେନ୍ଦ୍ର ବାଗ ମଞ୍ଚପରିଚାଳନା ରେ ସହଯୋଗ କରିଥିଲେ l

related posts

Leave a Comment