Home Breaking News / ତାଜା ଖବର ଚାଷି ଉତ୍ତମ ମୁଲ୍ୟରେ ଧାନ ବିକ୍ରୟ କରିବାରେ ବଞ୍ଚିତ

ଚାଷି ଉତ୍ତମ ମୁଲ୍ୟରେ ଧାନ ବିକ୍ରୟ କରିବାରେ ବଞ୍ଚିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସରକାର ମଣ୍ଡି ରେ ଗ୍ରେଡ A ଧାନ କୁଇଟାଲ ପ୍ରତି ୧୯୬୦ ଥିଲାବେଲେ ସାଧାରଣ ଧାନ କୁଇଟାଲ ପ୍ରତି ୧୯୪୦ ରହିଛି| ହେଲେ ଚାଷି କୁଇଟାଲ ପ୍ରତି ୧୯୪୦ ପାଇଵାରେ ମଧ୍ୟ ବଞ୍ଚିତ ଏପରି ଏକ ମଣ୍ଡି ଆମେ ଦେଖିବାକୁ ପାଉଛୁ ରାୟଗଡା ଜିଲା ଅନ୍ତର୍ଗତ ବିଷମକଟକ ର ହାଟମୁନିଗୁଡା ମଣ୍ଡି ଠାରେ କେବଳ ହାଟମୁନିଗୁଡା ନୁହେ ବିଷମକଟକ ଅଞ୍ଚଳ ର ଗଜବାହାଲ, ଚାଟିକଣା ,ଭାଲେରି ଇତ୍ୟାଦି ପ୍ରତ୍ୟକ ମଣ୍ଡି ରେ ଚାଷି ଧାନ କୁଇଟାଲ ପ୍ରତି – ୧୯୪୦ ବିକିବାରେ ବଞ୍ଚିତ | ଏହିମଣ୍ଡି ମାନଙ୍କ ରେ ମିଲର, ଲ୍ୟାମ୍ପସ ଓ ଆର ଏମ ସି କର୍ମଚାରି କ° ମିଲିତ ସୁଲାସୁତା ରେ ଧାନ ବିକ୍ରୟ ହୋଇଥାଏ | ଅନିଶ୍ଚିତ ବୁଷ୍ଟିପାତ ଯୋଗୁ ଧାନ ବର୍ଷା ତିନ୍ତି ଥିବାରୁ ଚାଷି ଖରା ରେ ଧାନ ଶୁଖେଇ ମଣ୍ଡି କୁ ଆଣିଥାଏ | R.M.C. କର୍ମଚାରି
ଧାନ ର ଜଳିୟ ଅ°ଶ ମସୁରି ପରିଖ୍ୟା କରି 15.04 ଥିଲେ ମଧ୍ୟ ଧାନ ଭଲ ଥିଲେ ବି ମିଲର ଧାନ ଓଦା ଅଛି କହି ଚାଷି ଙ୍କୁ ଧାନ କୁଇଁଟାଲ ପ୍ରତି ୧୮୦୦ ଲାଖି ଦବାକୁ ବାଧ୍ୟ କରୁଛନ୍ତି |ଫଳ ରେ ଅଧିକା°ଶ ଚାଷି ପରିସ୍ଥିତି ଚାପ ରେ ରୁଣ କରଜ ଭୋଜ ରେ ପଡି ୧୮୦୦ ଲାଖି ଦେବାକୁ ବାଧ୍ୟ ହେଉଛନ୍ତି ଏଣୁ ପ୍ରସାସନ ତୁରନ୍ତ ଏହାର ତଦନ୍ତ କରି ଚାଷି ଯେମିତି ଉତ୍ତମ ମୁଲ୍ୟ ରେ ଧାନ ବିକ୍ରୟ କରିପାରିବେ ପ୍ରସାସନ କୁ ଧ୍ୟାନ ଦେବାକୁ ଚାଷିଙ୍କ ଅନୁରୋଧ

related posts

Leave a Comment