Home Breaking News / ତାଜା ଖବର ବିଧାୟକ ଦେବୀ ପ୍ରସାଦ ମିଶ୍ର ଅସୁସ୍ଥ

ବିଧାୟକ ଦେବୀ ପ୍ରସାଦ ମିଶ୍ର ଅସୁସ୍ଥ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଧାୟକ ଦେବୀ ପ୍ରସାଦ ମିଶ୍ର ଅସୁସ୍ଥ. ଶ୍ରୀ ମିଶ୍ର ହଠାତ ଅସୁସ୍ଥ ହୋଇ ପଡିବାରୁ ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେ ବର୍ତ୍ତମାନ ସାମାନ୍ୟ ସୁସ୍ଥ ଅନୁଭବ କରୁଥିବା ସୂଚନା ମିଳିଛି, ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।
ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି

related posts

Leave a Comment