Home Breaking News / ତାଜା ଖବର ବୀରମହାରାଜପୁର ପବନ ସହିତ ଘଡଘଡି ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି

ବୀରମହାରାଜପୁର ପବନ ସହିତ ଘଡଘଡି ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା ୩୦/୧୨ ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ରାତି ପବନ ସହିତ ଘଡଘଡି ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ରାତି। ନଅଟାପରେ ପ୍ରବଳ କରାମାଡ଼ ମଧ୍ୟ ହେଉଛି। ଫଳରେ ଧାନ ଅମଳ ସମୟ ହୋଇଥିବାରୁ ଅନେକ ଚାଷୀଙ୍କ ବର୍ଷା ରେ ଭିଜି କ୍ଷତି ହୋଇଥିବାର ଆସଙ୍କା ସହତି ପନିପରିବା ଫସଲ ବ୍ୟାପକ ପରିମାଣରେ କ୍ଷତି ହୋଇଛି।ବୁଧବାର ରାତିରେ ବୀରମହାରାଜପୁର ଅଞ୍ଚଳରେ ୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ବିଦ୍ୟୁଦ ସେବା ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିଛି ।

related posts

Leave a Comment