Home Breaking News / ତାଜା ଖବର ଯୁବତୀକୁ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଅଜଣା ଦୁର୍ବୁତ

ଯୁବତୀକୁ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଅଜଣା ଦୁର୍ବୁତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣୁପୁର :(ରବି କିରଣ ପଣ୍ଡା )ମଣିଙ୍ଗ ସାହି ରେ ଜଣେ ଯୁବତୀ କୁ ଘରେ ପଶି ଧାରୁଆ ଅସ୍ତ୍ର ରେ ଆକ୍ରମଣ କଲେ ଅଜଣା ଦୁର୍ବୁତ। ସେହି ସମୟରେ ଯୁବତୀ ଙ୍କ ଘରେ ଜଣେ ଯୁବକକୁ ମଧ୍ୟ ଆକ୍ରମଣ। ଉଭୟ କୁ ଗୁରୁତର ଅବସ୍ଥାରେ ଗୁଣୁପୁର ମେଡିକାଲ୍ ରେ ପହଞ୍ଚାଇଥିଲେ ସ୍ଥାନିୟ ବାସିନ୍ଦା। ଯୁବକ ଆନ୍ଧ୍ର ଶ୍ରିକାକୁଲମ ବୋଲି ଜଣାପଡିଛି। ଯୁବତୀ ପେଟରେ ଲାଗିଛି ଶକ୍ତ ଆଘାତ। ଗୁଣୁପୁର ପୋଲିସ୍ ର ତଦନ୍ତ ଜାରି ରଖିଛି। କିଏ ଏହି ଦୁର୍ବୁତ କାହିଁକି ଧାରୁଆ ଅସ୍ତ୍ର ରେ ଯୁବତୀ କୁ ଆକ୍ରମଣ କଲା ତାହା ଷ୍ପଷ୍ଟ ହୋଇପାରିନି। ଗୁରୁତର ଅଜଣା ଯୁବକ କିଏ କାହିଁକି ଗୁଣୁପୁର ର ଏହି ଯୁବତୀ ଘରକୁ ଆସିଥିଲେ ତାହା ବି ରହସ୍ୟ।

related posts

Leave a Comment