Home Breaking News / ତାଜା ଖବର ଆସନ୍ତାକାଲି ଠାରୁ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

ଆସନ୍ତାକାଲି ଠାରୁ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର, ୨୯/୧୨: ଆସନ୍ତାକାଲି ଠାରୁ ବନ୍ଦ ରହିବ ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କତ୍ତୃପକ୍ଷ । ଆସନ୍ତାକାଲି ଠାରୁ ଜାନୁଆରୀ ୩ ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନ ସହ ଉଦ୍ଭିଦ ଉଦ୍ୟାନ କେନ୍ଦ୍ର ବନ୍ଦ ରହିବ ବୋଲି ଜଣାପଡ଼ିଛି ।

ତେବେ ରାଜ୍ୟରେ କୋଭିଡ୍‌ ସ୍ଥିତି ଏବେ ଭଲ ଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତଥାପି ଆଗକୁ ନୂଆ ବର୍ଷ ଆସୁଥିବାରୁ ଏଥିପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଭିଡ଼କୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଉଛନ୍ତି ।  

related posts

Leave a Comment