Home Breaking News / ତାଜା ଖବର ଭାରତ ମୋଟର୍ସ ଉପରେ ସିଟି ଜିଏସଟି ର ଚଢ଼ାଉ

ଭାରତ ମୋଟର୍ସ ଉପରେ ସିଟି ଜିଏସଟି ର ଚଢ଼ାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର :ଭାରତ ମୋଟର୍ସ ଉପରେ ସିଟି ଜିଏସଟି ର ଚଢ଼ାଉ |
38କୋଟି ଟଙ୍କା ବକେୟାକୁ ନେଇ ଅତର୍କିତ ଭାବେ ଭାରତ ମୋଟର୍ସ ର ୩ ଟି ଶାଖା,ପାହାଳ, ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗର ରେ ଚଢ଼ାଉ ହୋଇଛି |ଏଥିରେ 5ଟି ଟିମ ରେ 30ଜଣ ଅଫିସର ସାମିଲ ହୋଇଛନ୍ତି |ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ |

related posts

Leave a Comment