Home Breaking News / ତାଜା ଖବର ପୁର୍ବ ଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ଅର୍ଥ ଯୋଗ

ପୁର୍ବ ଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ଅର୍ଥ ଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୯/୧୨ (ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଖମନଖୋଲ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନାଯୋଗ ଯେ,ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ଭୁବନ ନାୟକ ନାମକ ଜଣେ ବ୍ୟକ୍ତି ସେହି ସାହିର ଦିଲ୍ଲିପ ନାୟକ ନାମକ ଜଣେ ବ୍ୟକ୍ତିକୁ ଟାଙ୍ଗିଆରେ ମରଣାନ୍ତଙ୍କ ଆକ୍ରମଣ କରିବା ଫଳରେ ଦିଲ୍ଲିପ ଗୁରୁତର ଆହତ ହୋଇଥିଲେ । ଦିଲ୍ଲିପ ଚିତ୍କାର କରିବା ଫଳରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଛି । ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

related posts

Leave a Comment