Home Breaking News / ତାଜା ଖବର ଦେଶକୁ ମିଳିଲା ଆଉ ଦୁଇ କରୋନା ବିରୋଧୀ ଅସ୍ତ୍ର, କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକାକୁ ମଞ୍ଜୁରୀ

ଦେଶକୁ ମିଳିଲା ଆଉ ଦୁଇ କରୋନା ବିରୋଧୀ ଅସ୍ତ୍ର, କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକାକୁ ମଞ୍ଜୁରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୮/୧୨: ସାରା ଦେଶରେ ଓମିକ୍ରନ ନେଇ ବିପଦ ଦେଖାଦେଉଥିବାବେଳେ ଏବେ ଆସିଛି ଆଶ୍ୱସ୍ତିକର ଖବର । ଏବେ ଆଉ ଦୁଇଟି କରୋନା ବିରୋଧୀ ଅସ୍ତ୍ରକୁ ମିଳିଛି ମଞ୍ଜୁରୀ । କୋର୍ବେଭାକ୍ସ ଓ କୋଭାଭାକ୍ସକୁ ମଞ୍ଜୁରୀ ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମାନବ ଦେହରେ ଜରୁରୀ ବ୍ୟବହାର ପାଇଁ ମିଳିଛି ଅନୁମତି । ଆଣ୍ଟି ଭାଇରାଲ ଡ୍ରଗ ମୋନଲୁପିରଭିର ଜରୁରୀ ବ୍ୟବହାର ନେଇ ମଧ୍ୟ ମିଳିଛି ଅନୁମତି । CDSCO ପକ୍ଷରୁ ଅନୁମିତି ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

related posts

Leave a Comment