Home Breaking News / ତାଜା ଖବର ପୂର୍ବତନ ସମିତି ସଭ୍ୟାଙ୍କ ପରଲୋକ

ପୂର୍ବତନ ସମିତି ସଭ୍ୟାଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମପଂଚାୟତ କଟୁମୁଣ୍ଡା ଗ୍ରାମ ର ସରସ୍ୱତୀ ନାଏକ (୬୩) ଆଜି ଅପରାହ୍ନ ୧୨.୩୦ ରେ କଟକ ବଡ଼ ମେଡିକାଲ ପରଲୋକ ହୋଇଛି | ସେ ଜଣେ ଧର୍ମପରାୟଣ ଓ ପରଉପକାରୀ ମହିଳା ଥିଲେ ।ସେ ଘାଗରାମୁଣ୍ଡା ଗ୍ରାମ ପଂଚାୟତ ରେ ପୂର୍ବତନ ସମିତି ସଭ୍ୟା ଥିଲେ। ଅବସର ପ୍ରାପ୍ତ ଶିକ୍ଷକ ଈଶ୍ୱର ନାଏକ ଙ୍କ ଧର୍ମ ପତ୍ନୀ । ଦୀର୍ଘ ଦିନ ହେଲେଣି ସ୍ବାସ୍ଥ୍ୟ ଜନିତ ସମସ୍ୟା ଥିଲା | ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଈଶ୍ୱର ନାଏକ ଚାରି ପୁଅ ଖଗେଶ୍ବର ନାଏକ,ନିରଞ୍ଜନ ନାଏକ,ପ୍ରଦୀପ ନାଏକ,ଆଦିତ୍ୟ ନାଏକ,ପୁତ୍ର ବଧୁ ,ଝିଅ ଜ୍ୱାଇଁ, ନାତି ନାତୁଣୀ ମାନେ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ |ଗ୍ରାମ ସ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା | ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି |

related posts

Leave a Comment