Home Breaking News / ତାଜା ଖବର ଆମ୍ବୁଲାନ୍ସ ଓଲଟିଲା, ଡ୍ରାଇଭର ଆହାତ

ଆମ୍ବୁଲାନ୍ସ ଓଲଟିଲା, ଡ୍ରାଇଭର ଆହାତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -28/12(ସୁନୀଲ ପଟନାୟକ )
:ମଙ୍ଗଳବାର ସକାଳେ ସାରଙ୍ଗଗଡ଼ ନୁଆଁ ଗାଁ ଛକରେଏକ 108 ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓ ଲୋଟି ପଡିବା ଫଳରେ
ଡ୍ରାଇଭର ଆହାତହୋଇଥିବା ଜଣାପଡିଛି l
ରୋଗୀ କୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ଛାଡି କ. ନୂଆଁ ଗାଁ ମେଡ଼ିକାଲ କୁ ଫେରୁଥିଲା। ପ୍ରବଳ କୁହୁଡି ଜୋଙ୍ଗୁଦୁର୍ଘଟଣା ହୋଇଥିବାର ସୂଚନାମିଳିଛି l ସ୍ଥାନୀୟ ଲୋକେ
ଆହାତ ଡ୍ରାଇଭର କୁ ଉଦ୍ଧାର କରି ସାରଙ୍ଗଗଡ଼ ମେଡ଼ିକାଲ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି l ।ଅନ୍ୟ ଦୁଇ କର୍ମଚାରୀ ସୁରକ୍ଷିତ ଥିବାର ଜଣାପଡିଛି।
ସାରଙ୍ଗଗଡ଼ ପୋଲିସ ଘଟଣାସ୍ଥଳ ରେ ପହଂଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି l

related posts

Leave a Comment