Home Breaking News / ତାଜା ଖବର ଫୁଲବାଣୀ ରେ ସିରିଜ ଚୋରି ଅଭିଯୋଗ, ଟାଉନ ପୋଲିସ କରୁଛି କଣ ?

ଫୁଲବାଣୀ ରେ ସିରିଜ ଚୋରି ଅଭିଯୋଗ, ଟାଉନ ପୋଲିସ କରୁଛି କଣ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -27/12(ସୁନୀଲ ପଟନାୟକ ): ଫୁଲବାଣୀ ସହର ରେ ସିରିଜ ଚୋରି l ଗୋଟିଏ କି ଦୁଇଟି ନୁହେଁ ଅନେକ ସ୍ଥାନରେ ଚୋର ମାନେ ଟାଉନ ପୋଲିସ କୁ ଚାଲେଞ୍ଜ ଦେଇ ଚୋରି କରିଛିନ୍ତି l କେଉଁଠି କେଉଁଠି ଚୋର ମାନେ ଚେଷ୍ଟା କରି ବିଫଳ ହୋଇଥିଲେ ବି ଆଉ କେତକ ଦୋକାନ ରେ କଳାକନା ବୁଲାଇଦେଇଛନ୍ତି l
ତେବେ ଟାଉନ ପୋଲିସ ର ନିଷ୍କ୍ରିୟତା କୁ ସହର ବାସୀ ଦାୟୀ କରିଛନ୍ତି l
ପୋଲିସ ପାଟ୍ରୋଲିଂଠିକ ଭାବେ ହେଉନଥିବା ରୁ ଚୋର ଆରାମ ରେ ଚୋରି କରୁଛି l
ଗତ ରାତିରେ ସହର ର ମେଡ଼ିସିନ ଦୋକାନ, ପାର୍ଟସ ଦୋକାନ, ସମେତ ଅନ୍ୟାନ୍ୟ ଦୋକାନ ରୁ ଚୋରି କରିନେଇ ପଳେଇଥିବା ସିସିଟିଭି ଫୂଟଏଜରୁ ଜଣାପଡିଛି l
ତେବେ ଅଭିଯୋଗ ହେବl ପରେ ପୋଲିସ ତଦନ୍ତ କରୁ ଥିଲେ ମଧ୍ୟ
ଏଯାଏ ଚୋର ର ସନ୍ଧାନ ପାଇନି lପୋଲିସ ର ହୁଗୁଳା ଶାସନ ଯୋଗୁଁ ସହର ରେ ଦିନକୁଦିନ ଚୋରି ବୃଦ୍ଧି ପାଉଛି l
ଟାଉନ ଥାନା ରେ ଦକ୍ଷ ଅଫିସର ଙ୍କୁ ନିଯୁକ୍ତି ଦେବାକୁ ଦାବିହେଉଛି l

related posts

Leave a Comment