Home Breaking News / ତାଜା ଖବର ବିଜୁଜନତା ଦଳର ପଚିଶି ତମ ପ୍ରତିଷ୍ଠା ଦିବସ

ବିଜୁଜନତା ଦଳର ପଚିଶି ତମ ପ୍ରତିଷ୍ଠା ଦିବସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡା:କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚୋକଡା ପଂଚାୟତ ର ବାସନ୍ତୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ବିଜୁ ଜନତା ଦଳର 25 ତମ ପ୍ରତିଷ୍ଠା ଦିବସ ଏହି ଦିବସ ରେ ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ ଦେବାଶିଷ ଆଚାର୍ଯ୍ୟ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ ଯୋଗଦାନ କରିଥିଲେ ବରିଷ୍ଠ ବିଜେଡି ନେତା ମନିଦ୍ର ରଥ ସ୍ୱାଗତ ଭାଷଣ ଦେଇଥିଲେ ଶ୍ରୀଯୁକ୍ତ ଆଚାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୂଖୀ ଯୋଜନା ବିଷୟରେ ଅଭିଭାଷଣ ରଖିଥିଲେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସୃଦିପ୍ତତ ସାମଲ, ବ୍ଲକଯୁବ ସଭାପତି ଗୋଲକ ସାହୁ, ମହିଳା ସଭାପତି ତୃପ୍ତି ମଇ କର ବରିଷ୍ଠ ବିଜେଡି ନେତା ହଳିଆ ନନା, ଛାତ୍ର ସଭାପତି ଜ୍ଞାନରଞ୍ଜନ କର ଜିଲ୍ଲାଉପସଭାପତି ଶ୍ରୀମନ୍ତ ରାଉତରାୟ, ଜିଲ୍ଲାପରିଷଦ ସଭ୍ୟା ମୋନରମା ସାହୁ ପ୍ରମୁଖ ବହୁବିଜୁ ଜନତା ଦଳ ନେତୃତ୍ୱ ଉପସ୍ଥିତ ଥିଲେ ପରିଶେଷରେ ଶ୍ରୀଯୁକ୍ତ ଅଚର୍ଯ୍ୟା ଦଳୀଅ କର୍ମୀକୁ ଆଗାମୀ ଦିନରେ ଦଳ କିପରି ସୃଦୃଢ ହେବ ସଂକଳ୍ପବଦ୍ଧ କରିଥିଲେ….

related posts

Leave a Comment