Home Breaking News / ତାଜା ଖବର ଦୁର୍ବୁତ ଛଅ ଗୋଟି ଧାନ କୁପା ଗଦାରେ ଲଗାଇଲେ ନିଆଁ

ଦୁର୍ବୁତ ଛଅ ଗୋଟି ଧାନ କୁପା ଗଦାରେ ଲଗାଇଲେ ନିଆଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଞ୍ଚ ଖୁଦ୍ର ଚାଷି ପରିବାର ଙ୍କ ପିଠି ରେ ନ ମାରି ପେଟ ରେ ମାଇଲା କେହିଜଣେ ଦୁର୍ବୁତ ଛଅ ଗୋଟି ଧାନ କୁପା ଗଦା ରେ ନିଆଁ ଲଗାଇ ପାଉଁସ କରିଦେଲା |ଏପରି ଏକ ଦ୍ରୁଶ୍ୟ ଆମେ ଦେଖିବାକୁ ପାଉଛୁ ରାୟଗଡା ଜିଲା ମୁନିଗୁଡା ତହସିଲ ଅନ୍ତର୍ଗତ ପାତ୍ରଗୁଡା ପଞ୍ଚାୟତ ର ଖଲଗୁଡା ଗ୍ରାମଠାରେ କାଲି ପ୍ରାୟ ମଧ୍ୟ ରାତ୍ର ସମୟ ରେ କେହି ଜଣେ ବ୍ୟକ୍ତି ପାଞ୍ଚ ଟି ଖୁଦ୍ର ଚାଷି ପରିବାର ର ଧାନ ଗଦା ରେ ନିଆଁ ଲଗାଇ ଦେଇଛି |ଅନୁମାନିକ ପ୍ରାୟ ଦଶ ଏକର ଧାନ ଚାଷ ଜମିର ଫସଳ ସ°ପୁର୍ଣ ନଷ୍ଟ ହେଇ ଯାଇଛି | ନିଜର ପରିବାର ଭରଣ ପୋଷଣ ପାଇଁ ଏଆଡୁ ସେଆଡୁ କରଜ ଓ ପରିଶ୍ରମ କରି ଚାଷ କରିଥିଲେ କିନ୍ତୁ ତାହା ପାଣି ର ଗାର
ମଲେଇଵା ପାଇଁ ଧାନ କୁ କୁପା ଗଦା କରିଥିଲା ବେଳେ କିଏ ଜଣେ ନିଆଁ ଲଗେଇ ଚିନ୍ତା ରେ ପକାଇ ଦେଇଛି |ଧାନ କୁପା ପୋଡି ହେଇ ଯାଇଥିବା ଉକ୍ତ ପାଞ୍ଚ ଜଣ ଖୁଦ୍ର ଚାଷି ଙ୍କ ନାମ_ ମୋହନ ବୋଞ୍ଜେଲେକା,ଆସେମତି ହିଆଲ ,ମିନ ହିଆଲ,ଡମ୍ବରୁଧର ହିଆଲ, ଓ ତାର ହିଆଲ ବର୍ତମାନ ସେମାନେ ପ୍ରଶାସନ କୁ ନିବେଦନ କରିଛନ୍ତି ଯେ କେହି ଏ କାର୍ଯ୍ୟ କରିଛି ତାକୁ ତଦନ୍ତ କରି କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଉ |

related posts

Leave a Comment