Home Breaking News / ତାଜା ଖବର ବଳକା ଧାନ କରଣ କରିବେ ଚିନ୍ତାରେ ଚାଷୀ ,ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର

ବଳକା ଧାନ କରଣ କରିବେ ଚିନ୍ତାରେ ଚାଷୀ ,ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣପୁର, ୨୭ ।୧୨-ଧାନ ମଣ୍ଡି ଆରମ୍ଭରୁ ବିବାଦ । ପର୍ଯ୍ୟାପ୍ତ ପରିମାଣରେ ଟେକନ ଆସିନାହିଁ ।

ବଳକା ଧାନକୁ ନେଇ କଣ କରିବେ ଚାଷୀ । କେଉଁଠାରେ ରଖିବା କାହାକୁ ଦେବେ । ମଣ୍ଡିକୁ ଗଲେ କଟନି

ଛଟନି ପାଇଁ କୁହାଯାଉଛି । ଫଳରେ ଚାଷୀ ଉତ୍ପାଦିକ ଧାନକୁ ନେଇ ଏବେ ସମସ୍ୟାରେ ପଡ଼ି ଯାଇଛନ୍ତି । ତାରିଖ ଦ୍ୱିତୀୟ ଥର ପାଇଁ ଆରଏମସି ଠାରେ ମଣ୍ଡି ହୋଇଛି । ମଣ୍ଡିରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସହ ଚାଷୀଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ନିର୍ଧାରିତ ସଂଖ୍ୟା ଠାରୁ କମ ସଂଖ୍ୟାରେ ଖେଳନ ଋଷି ଜଣାଇବାକୁ ସେମାନେ ଦାବୀ ଜଣାଇଛନ୍ତି । ତେଣୁ ପ୍ରଶାସନ ତଥା ସରକାର ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି

ଏପରି କିଛି ସମସ୍ୟା ଦେଖାଦେଇଛି ରାୟଗଡା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତରେ ଥିବା

ଚାଷିଙ୍କ କ୍ଷେତ୍ରରେ । ଗତ ୨୦ ତାରିଖ ତଥା ସୋମବାର ମଣ୍ଡି ଆରମ୍ଭ ହୋଇଥିବାବେଳେ ସୋମବାର ୨୭

ଚାଷୀ ଏବେ ହରଡ ଘଣାରେ ପଡି ଯାଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ

ଦେଖାଦେଇଛି । ସମସ୍ୟା ନେଇ ଚାଷୀଙ୍କ ଅଭିଯୋଗ ହେଲା ଗତ ସେପଟମ୍ବର ମାସରେ ସେମାନେ

କ୍ୟାମରେ ନାମ ପଞ୍ଜିକରଣ କରିଥିଲେ । ଯେଉଁ ପରିମାଣରେ ଚାଷ ଜମି ପାଇଁ ପଞ୍ଜିକରଣ କରାଯାଉଛି

ସେହି ଅନୁସାରେ ସେମାନଙ୍କୁ ଧାନ ବିକ୍ରୟ ପାଇଁ ଟେକେନ ଆସିନାହିଁ । ଧାନ ବେଶି ଅମଳ ହୋଇଥିବା

ପାଇଛନ୍ତି । ଏପରି ସ୍ଥଳେ ବଳକା ଧାନ କଣ କରିବେ ଏହାକୁ ନେଇ ଚାଷୀ ମାନେ ଚିନ୍ତାରେ ପଡି

ପାଇଛନ୍ତି । ବଳତା ଧାନ ସେମାନେ କେଉଁଠାରେ ରଖିବେ ତାହାକୁ ବିକିବେ ନା ସରକାର ଉଠାଇବେ ତାହା

ଦେଇ ଅଧିକ ଅମଳ ଧାନ ଗୁଡିକ ବାହାରେ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ଚାଷୀ ମାନେ

ଦାବୀ ଜଣାଇଛନ୍ତି । ଏହି କ୍ରମରେ ସୋମାବାର ଚାଷୀ ମାନେ ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ

ପତ୍ର ଡେପୁଟି କଲେକଟର ନିରଞ୍ଜନ ନାୟକଙ୍କୁ ପ୍ରଦାନ କରିଛନ୍ତି ।

related posts

Leave a Comment