Home Breaking News / ତାଜା ଖବର ନୂତନ ଥାନା ଅଧିକାରୀ ଭାବେ ସୁଶାନ୍ତ କୁମାର ତାଉଡ଼ିୟା ଦାୟତ୍ୟ ଗ୍ରହଣ

ନୂତନ ଥାନା ଅଧିକାରୀ ଭାବେ ସୁଶାନ୍ତ କୁମାର ତାଉଡ଼ିୟା ଦାୟତ୍ୟ ଗ୍ରହଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ନୂତନ ଥାନା ଅଧିକାରୀ ଭାବେ ସୁଶାନ୍ତ କୁମାର ତାଉଡ଼ିୟା ଶୁକ୍ର ବାର ଦାୟତ୍ୟ ଗ୍ରହଣ କରିଛନ୍ତି a ପ୍ରୁବରୁ ଗୁଡ଼ାରୀ ଥାନା ରେ କାଯ୍ୟରତ ଥିଲି, ବହୁତ ଦିନ ହେଲା ପଦ୍ମପୁର ତାନା ପଦବୀ ଖାଲି ଥିଲା ବର୍ତ୍ତମାନ ନୂତନ ଭାବେ ଯୋଗ ଦେଇଛନ୍ତି ଏଁବ ପଦ୍ମପୁର ଗ୍ରାମ ବାସି ସ୍ବାଗତ ଜଣାଇଚନ୍ତି ଟ୍ରାଫିକ ଏମ୍ୱ ଅନେକ ସାମ୍ୟସା ସମାଧାନ କରିବେ ବୋଲି ପଦ୍ମପୁର ବାସି ଆଶା ରାୟଗଡ଼ା ଜିଲ୍ଲାରୁ ପଦ୍ମପୁର ରୁ ରବି କିରଣ ପଣ୍ଡା

related posts

Leave a Comment