Home Breaking News / ତାଜା ଖବର ଗୋଟିଏ ଘରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି

ଗୋଟିଏ ଘରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ: ମହାନଗର ନିଗମ ୨୭ ନମ୍ବର ୱାର୍ଡ ନୂଆ ରାଉସାପାଟଣାର ଗୋଟିଏ ଘରୁ ୬ କରୋନା ଆକ୍ରାନ୍ତ ବାହାରିବା ପରେ ଏହାକୁ ସିଏମ୍‌ସି ପକ୍ଷରୁ ‘ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌’ ଘୋଷଣା କରାଯାଇଛି। ନୂଆ ରାଉସାପାଟଣାର ଗୋପବନ୍ଧୁବିହାର ବାସିନ୍ଦା ବ୍ରଜଗୋପାଳ ଦାସଙ୍କ ଘରୁ ୬ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ଏହାକୁ ସିଏମ୍‌ସି ପକ୍ଷରୁ ‘ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌’ ଘୋଷଣା କରାଯାଇଛି। ଉକ୍ତ ଗୃହ ମଧ୍ୟକୁ ଯାତାୟାତକୁ ବାସନ୍ଦ କରାଯାଇଛି।

related posts

Leave a Comment