Home Breaking News / ତାଜା ଖବର ବିପଦ ସଂଙ୍କୁଳ ଅବସ୍ଥାରେ ବିଶ୍ରାମ ଗୁହ

ବିପଦ ସଂଙ୍କୁଳ ଅବସ୍ଥାରେ ବିଶ୍ରାମ ଗୁହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା ଜିଲା ବିଷମକଟକ ବ୍କକ ଅନ୍ତର୍ଗତ ଭାତପୁର ପଞ୍ଚାୟତ ର ନୁଆଗାଁ ଜାତିୟ ରାଜପଥ ନିକଟ ରେ ଥିବା
ବିଶ୍ରାମ ଗ୍ରୁହ ଏଵେ ବିପଦ ପୁର୍ଣ ଅବସ୍ଥା ରେ | କେତେବେଲେ ଜେ ଭାଙ୍ଗି ପଡିଯିବ କୋହିହେବ ନାହି
ଏହି ବିଶ୍ରାମ ଘର ଉପରେ ନୁଆଗାଁ ସମେତ ପାଞ୍ଚ ,ଛଅ ଟି ଗ୍ରାମ ର ଲୋକ ମାନେ ନିର୍ଭର କରିଥାନ୍ତି|
ସହ ସହ ଯାତ୍ରି ଖରା ବର୍ଷା ରୁ ରଖ୍ୟା ପାଇଵାକୁ ଏହି ବିଶ୍ରାମ ଘରେ ଆଶ୍ରୟ ନେଇଥାନ୍ତି | ଠିକାଦାର ନିମ୍ମ ମାନର କାମ କରିବାରୁ ଖୁବ କମ୍ ସମୟ ମଧ୍ୟ ରେ ବିଶ୍ରାମ ଗ୍ରୁହ ର ଅବସ୍ଥା ଶୋଚନିୟ ହେଇ ପଡିଛି | କାନ୍ଥ ମାନେ ଫାଠି ଆଁ ଆଁ ହେଇ ରହିଛି
ଆଉ ତଲ ଆଡୁ ଛାତ ରୁ ବାଲି,ଚିପିସ ଭାଙ୍ଗି ଭାଙ୍ଗି ପଡୁଛି |
ଲୋକେ ଆଶ୍ରୟ ନେବାକୁ ଭୟ କରୁଛନ୍ତି |ରାଜ ରାସ୍ଥା ର ନିକଟ ରେ ଛିଡା ହେଇ ଯାତ୍ରି ବସ ର ଅପେଖ୍ୟା କରିଥାନ୍ତି |ଆଉ ଖରା ବର୍ଷା ସମୟ ରେ ନୁଆଗାଁ ରାଜରାସ୍ତା ର ଆମ୍ବ ଗଛ ଯାତ୍ରି ମାନଙ୍କ ବିଶ୍ରାମ ଗ୍ରୁହ ସାଜିଛି
ଏହିପରି ଲୋକେ ଅନେକ ଅସୁବିଧା ରେ ସମୟ ଅତିବାହିତ କରନ୍ତି | ଦିନେ ନୁହେ କି ଦି ଦିନ ନୁହେ ପାଞ୍ଚ ବର୍ଷ ବିତି ଗଲାଣି ବିପଦ ସଙ୍କୁଳ ଅବସ୍ଥା ରେ ପଡି ରହି ଅଛି ବିଶ୍ରାମ ଗ୍ରୁହ |ନୁଆଗାଁ ଗ୍ରାମବାସି ଅନେକ ଥର ଏ ଵିଷୟ ସରପଞ୍ଚ ଓ ବିଡିଓ ଜଣେଇ ଥିଲେ ମଧ୍ୟ କୈଣସି ଫଳ ପ୍ରଦ ହେଇନି
ଏଣୁ ଗ୍ରାମବାସି ଙ୍କ ଦାବି ପ୍ରସାସନ ତୁରନ୍ତ ବିଶ୍ରାମ ଗ୍ରୁହ କୁ ଭାଙ୍ଗି ନୁତନ ଗ୍ରୁହ ନିର୍ମାଣ କରନ୍ତୁ ବୋଲି ସାଧାରଣ ରେ ଦାବି କରିଛନ୍ତି |

related posts

Leave a Comment