Home Breaking News / ତାଜା ଖବର ସାଇକେଲ ଯାତ୍ରା କରି ରେକର୍ଡ କଲେ ଓଡ଼ିଶା କ୍ରାଇମ ବ୍ରାଞ୍ଚ ADG

ସାଇକେଲ ଯାତ୍ରା କରି ରେକର୍ଡ କଲେ ଓଡ଼ିଶା କ୍ରାଇମ ବ୍ରାଞ୍ଚ ADG

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

୭୫ ଘଣ୍ଟା ରେ ୧୦୦୦ କିମି ସାଇକେଲ ଯାତ୍ରା କରି ରେକର୍ଡ କଲେ ଓଡ଼ିଶା କ୍ରାଇମ ବ୍ରାଞ୍ଚ ADG Sanjeeb Panda IPS ।।
ଗତ ୨୪.୧୨.୨୦୨୧ ରୁ ୨୭.୧୨.୨୦୨୧ ରିଖ ରେ ଭୁବନେଶ୍ୱର ରୁ ବିଶାଖାପାଟଣା Via ବ୍ରହ୍ମପୁର, ସିକାକୁଲମ୍ U turn ଭୁବନେଶ୍ୱର ୧୦୦୦ କିମି ସାଇକେଲ ଚଳାଇ ରେକର୍ଡ କରିଛନ୍ତି ଶ୍ରୀ ପଣ୍ଡା ଙ୍କୁ Sharp Narasinghpur ତରଫରୁ ଅଭିନନ୍ଦନ

related posts

Leave a Comment