Home Breaking News / ତାଜା ଖବର ଅସହାୟ ଓ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷରେ କମ୍ବଳ ବଣ୍ଟନ କରିଛି ଜଜବା ଅନୁଷ୍ଠାନ

ଅସହାୟ ଓ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷରେ କମ୍ବଳ ବଣ୍ଟନ କରିଛି ଜଜବା ଅନୁଷ୍ଠାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

() ରାଜ୍ୟ ରେ ବଢି ଚାଲିଛି ଶୀତ ଲହରୀ । ଜାଡ ରେ ଥରୁଛି ରାଜଧାନୀ ଭୁବନେଶ୍ଵର । ଏଥି ପାଇଁ ଅସହାୟ ଓ ଗରିବ ଲୋକଙ୍କ ମୁହଁ ରେ ହସ ଫୁଟାଇବା ଲକ୍ଷ ରେ କମ୍ବଳ ବଣ୍ଟନ କରିଛି ଜଜବା ଅନୁଷ୍ଠାନ । ଜଜବା ର ଅଧ୍ୟକ୍ଷ ସଫଦର୍ ହାଶିମ ଙ୍କ ନେତୃତ୍ୱ ରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଶନି ମନ୍ଦିର ନିକଟରେ ଶହେରୁ ଉର୍ଦ୍ଧ୍ବ ଗରିବ,ଅସହାୟ,ଅନ୍ଧ, ମୁକ ଓ ବଧିର ଲୋକ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ପୂର୍ବରୁ କୋଭିଡ଼ ସମୟରେ ଅନୁଷ୍ଠାନ ର କାର୍ଯକ୍ରମ ନେଇ ବେଶ୍ ପ୍ରଶଂସା ପାଇଥିଲା ଅନୁଷ୍ଠାନ । କାର୍ଯକ୍ରମ ରେ ସଦାବ ଆଲମ୍ ,ସୁଫିୟାନ ଆଲାମ, ରୟାନ କୁରେଶି ସହଯୋଗ ପ୍ରଦାନ କରିଥିଲେ । କାର୍ଯକ୍ରମ କୁ ଅଭିନେତା ବାବୁ ରାଜା ପରିଚାଳନା କରିଥିଲେ ।ଆଗକୁ ସାରା ସହରରେ ପ୍ରାୟ ୩ ହାଜର ରୁ ଅଧିକ କମ୍ବଳ ବଣ୍ଟନ ହେବା ସହ ଅନ୍ୟ କାର୍ଯକ୍ରମ ମଧ୍ୟ ହାତକୁ ନିଆଯିବ ବୋଲି ସୂଚନା ଦେଇ କହିଛନ୍ତି ଜଜବା ଅଧ୍ୟକ୍ଷ …

related posts

Leave a Comment