Home Breaking News / ତାଜା ଖବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଚିଠି

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଚିଠି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ ନଗର(ସୁରେଶ କୁମାର ସୁବୁଦ୍ଧି): ରାୟଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପଟ୍ଟନାୟକ ଙ୍କ ନିର୍ଦେଶ ରେ ରାୟଗଡ ନଗର ସଭାପତି ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ଙ୍କ ନେତୃତ୍ୱ ରେ ଓଡିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନାରୀ ନିର୍ଯାତନା କୁ ନେଇ କରୁଥିବା ଦୋମୁହାଁ ନିତି କୁ ବିରୋଧ କରି ଆଜି ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସ ରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଚିଠି ପଠାଗଲା. ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶ, ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଟି. ନାଗରାଜୂ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଜୟ ଚୂଲେଟ, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଲିଙ୍ଗରାଜ ନାୟକ, ନଗର ବିଜେପି ର ଉପସଭାପତି ମଞ୍ଜୁଳା ମିନିଆକା, ଝରଣା ପାଣି, ସମ୍ପାଦକ ଗୋପାଳ ପାଢ଼ୀ,ନଗର ଓବିସି ମୋର୍ଚ୍ଚା ସଭାପତି ପାଟନନା କ୍ରିଷ୍ଣା,କୋଷାଧକ୍ଷ ଏମ. ବିଦ୍ୟାସାଗର, ସମ୍ପାଦକ ଏସ. ସ୍ୱପ୍ନା,ନଗର ଯୁବ ମୋର୍ଚ୍ଚା ର ସନ୍ତୋଷ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ର ମହେଶ୍ୱର ମନ୍ତ୍ରୀ ସମତେ ବହୁ ପଦାଧିକାରୀ ଏବଂ କାର୍ଯ୍ୟକତାy ଉପସ୍ଥିତ ଥିଲେ.

related posts

Leave a Comment